24ti Bharatiya Bhashara Nirbachita Galpa Sankalana
shared
This Book is Out of Stock!


*COD & Shipping Charges may apply on certain items.
Review final details at checkout.

LOOKING TO PLACE A BULK ORDER?CLICK HERE

1675
2000
16% OFF
Paperback
Out Of Stock
All inclusive*

About The Book

<p>ଭାରତ ଏକ ଭାଷା ବହୁଳ ଦେଶ । ପ୍ରତ୍ୟେକ ରାଜ୍ୟର ଭାଷାରେ ନିଜ ନିଜର ସ୍ୱତନ୍ତ୍ରତା ରହିଛି । ପ୍ରତ୍ୟେକଙ୍କର ସାମାଜିକ ସାଂସ୍କୃତିକ ବୈଚିତ୍ରତା ରହିଛି । ବିଭିନ୍ନ ଭାଷାଭାଷି ଲେଖକମାନଙ୍କର ଭିନ୍ନ ଭିନ୍ନ ଚିନ୍ତାଧାରା ଥିବା ଏବଂ ସମାଜକୁ ଦିଗ୍‌ଦର୍ଶନ ଦେଉଥିବା ଗଳ୍ପଗୁଡ଼ିକ ପଢ଼ି ଓଡ଼ିଆରେ ଅନୁବାଦ କରି ଆମ ପାଠକମାନଙ୍କ ପାଖରେ ପହଞ୍ଚେଇବା ମୋର ଲକ୍ଷ । ଏହାଦ୍ୱାରା ଆମ ଓଡ଼ିଆ ସାହିତ୍ୟ ବିସ୍ତୃତ ଏବଂ ସମୃଦ୍ଧ ହେବ ବୋଲି ମୋର ବିଶ୍ୱାସ । ଅନୁବାଦ ସାହତ୍ୟ ଆମର ଦୃଷ୍ଟିକୋଣ ପ୍ରସାରିତ କରିଥାଏ । ଅନ୍ୟ ଭାଷାଭାଷି ସମାଜ ଓ ସଂସ୍କୃତି ସହିତ ପରିଚିତ କରାଇଥାଏ । ତେଣୁ ମୁଁ ଅନୁବାଦ ସାହିତ୍ୟକୁ ଗୁରୁତ୍ୱ ଦେଇଥାଏ । ଏହି ପୁସ୍ତକଟିରେ ଥିବା ଗଳ୍ପଗୁଡ଼ିକ ପାଠକମାନଙ୍କୁ ଆକୃଷ୍ଟ କରିବ ବୋଲି ଆଶାକରେ । --- କନକ ମଞ୍ଜରୀ ସାହୁ</p>
Piracy-free
Piracy-free
Assured Quality
Assured Quality
Secure Transactions
Secure Transactions
Fast Delivery
Fast Delivery
Sustainably Printed
Sustainably Printed
downArrow

Details