30 Din Main Oriya se Hindi Shikhen + 30 Din Mein Fatafat Angreji Sikhen

About The Book

This combo product is bundled in India but the publishing origin of this title may vary.Publication date of this bundle is the creation date of this bundle; the actual publication date of child items may vary.ସମାଜରେ ଇଂରାଜୀ ଭାଷାର ଗୁରୁତ୍ବ ଦିନକୁ ଦିନ ବଢ଼ିଚାଲିଛି । ଅଧୁକାଂଶ ଲୋକ ଅଛନ୍ତି ଯେଉଁମାନେ ସ୍ନାତକ ଡିଗ୍ରୀ ହାସଲ କରିବା ପରେ ମଧ୍ୟ ଶୁଦ୍ଧ ଇଂରାଜୀ ଉଚ୍ଚାରଣ କରି ପାରୁନାହାନ୍ତି। ଆବଶ୍ୟକତା ସମୟରେ ସେମାନେ ଇଂରାଜୀ କହିବାକୁ କୁଣ୍ଡିତ ହୁଅନ୍ତି ତଥା ଉପଯୁକ୍ତ ଶବ୍ଦର ପ୍ରୟୋଗ କରି ନ ପାରି ଲଜିତ ହୁଅନ୍ତି। ଏହା ଫଳରେ ସମ୍ମୁଖରେ ଥିବା ବ୍ୟକ୍ତି ଉପରେ ବିପରୀତ ପ୍ରଭାବ ପଡ଼ିଥାଏ । ଏହା ଦ୍ଵାରା ସେମାନେ ଚାକିରି ବ୍ୟବସାୟ ତଥା ଅନ୍ୟାନ୍ୟ ଗୁରୁତ୍ଵପୂର୍ଣ୍ଣ ପରିସ୍ଥିତିରେ ନିଜର ପ୍ରଭାବ ବିସ୍ତାର କରିବାରେ ଅକ୍ଷମ ହୁଅନ୍ତି ।ଆଜି ସାରା ଦୁନିଆରେ ଇଂରାଜୀ ଭାଷାର ପ୍ରଚଳନ ହେଉଛି । ପ୍ରତ୍ୟେକ ସ୍ଥାନରେ ଇଂରାଜୀର ଗୁରୁତ୍ଵ ରହିଛି । ଏହି କଥାକୁ ଧ୍ୟାନରେ ରଖି ଏହି ପୁସ୍ତକର ସଂରଚନା କରାଯାଇଛି । ସରଳ ଶବ୍ଦରେ ଲେଖା ଯାଇଥିବା ଏହି ପୁସ୍ତକକୁ ପଢ଼ି ସମାଜର ବିଭିନ୍ନ ବର୍ଗର ବ୍ୟକ୍ତି ଯଥା ବିଦ୍ୟାର୍ଥୀ କର୍ମଜୀବି ତଥା ଛୋଟ–ବଡ଼ ବ୍ୟବସାୟୀମାନେ ସ୍ଵଚ୍ଛ ଅଭ୍ୟାସ ଦ୍ବାରା ଭଲ ଇଂରାଜୀ କହିପାରିବେ । କେବଳ ୩୦ ଦିନରେ ଇଂରାଜୀ ଶିଖାଉଥବା ଏହି ପୁସ୍ତକ ବହୁତ ଉପଯୋଗୀ ଅଟେ। ଏହା ଆପଣଙ୍କ ବ୍ୟକ୍ତିତ୍ଵରେ ସୁଧାର ଆଣିବ ଏବଂ ଆପଣଙ୍କୁ ଇଂରାଜୀର ବ୍ୟବହାରିକ ଉପଯୋଗରେ ସମର୍ଥ କରିବ । ସହଜ ଏବଂ ସରଳ ଭାଷାରେ ଇଂରାଜୀ ଶିକ୍ଷା ପାଇଁ ଏହା ଏକ ଅଭୂତ ପୁସ୍ତକ ଅଟେ ।The greatest sensation of life is to learn a language. One has to closely watch a child going through this experience to be convinced of this. Every time he learns a new word or construction from mother father or other relatives his heart is filled with wonder excitement thrill and creative urge and he toys with its various forms and tones bringing into play all the creative forces within him.<br>To learn a new language is to re-enter this wonderful experience of life opening infinite opportunities for creative action. Besides in a fast expanding world transcending all barrier of colour caste religion and language a new language is an essential tool of life.<br>It adopts the scientific approach introducing alphabets words sentences in that order and application of these in the most common situations of daily life. We hope the book will serve the purpose.
Piracy-free
Piracy-free
Assured Quality
Assured Quality
Secure Transactions
Secure Transactions
Delivery Options
Please enter pincode to check delivery time.
*COD & Shipping Charges may apply on certain items.
Review final details at checkout.
downArrow

Details


LOOKING TO PLACE A BULK ORDER?CLICK HERE