30 Din Mein Fatafat Angreji Sikhen

About The Book

ସମାଜରେ ଇଂରାଜୀ ଭାଷାର ଗୁରୁତ୍ବ ଦିନକୁ ଦିନ ବଢ଼ିଚାଲିଛି । ଅଧୁକାଂଶ ଲୋକ ଅଛନ୍ତି ଯେଉଁମାନେ ସ୍ନାତକ ଡିଗ୍ରୀ ହାସଲ କରିବା ପରେ ମଧ୍ୟ ଶୁଦ୍ଧ ଇଂରାଜୀ ଉଚ୍ଚାରଣ କରି ପାରୁନାହାନ୍ତି। ଆବଶ୍ୟକତା ସମୟରେ ସେମାନେ ଇଂରାଜୀ କହିବାକୁ କୁଣ୍ଡିତ ହୁଅନ୍ତି ତଥା ଉପଯୁକ୍ତ ଶବ୍ଦର ପ୍ରୟୋଗ କରି ନ ପାରି ଲଜିତ ହୁଅନ୍ତି। ଏହା ଫଳରେ ସମ୍ମୁଖରେ ଥିବା ବ୍ୟକ୍ତି ଉପରେ ବିପରୀତ ପ୍ରଭାବ ପଡ଼ିଥାଏ । ଏହା ଦ୍ଵାରା ସେମାନେ ଚାକିରି ବ୍ୟବସାୟ ତଥା ଅନ୍ୟାନ୍ୟ ଗୁରୁତ୍ଵପୂର୍ଣ୍ଣ ପରିସ୍ଥିତିରେ ନିଜର ପ୍ରଭାବ ବିସ୍ତାର କରିବାରେ ଅକ୍ଷମ ହୁଅନ୍ତି ।ଆଜି ସାରା ଦୁନିଆରେ ଇଂରାଜୀ ଭାଷାର ପ୍ରଚଳନ ହେଉଛି । ପ୍ରତ୍ୟେକ ସ୍ଥାନରେ ଇଂରାଜୀର ଗୁରୁତ୍ଵ ରହିଛି । ଏହି କଥାକୁ ଧ୍ୟାନରେ ରଖି ଏହି ପୁସ୍ତକର ସଂରଚନା କରାଯାଇଛି । ସରଳ ଶବ୍ଦରେ ଲେଖା ଯାଇଥିବା ଏହି ପୁସ୍ତକକୁ ପଢ଼ି ସମାଜର ବିଭିନ୍ନ ବର୍ଗର ବ୍ୟକ୍ତି ଯଥା ବିଦ୍ୟାର୍ଥୀ କର୍ମଜୀବି ତଥା ଛୋଟ–ବଡ଼ ବ୍ୟବସାୟୀମାନେ ସ୍ଵଚ୍ଛ ଅଭ୍ୟାସ ଦ୍ବାରା ଭଲ ଇଂରାଜୀ କହିପାରିବେ । କେବଳ ୩୦ ଦିନରେ ଇଂରାଜୀ ଶିଖାଉଥବା ଏହି ପୁସ୍ତକ ବହୁତ ଉପଯୋଗୀ ଅଟେ। ଏହା ଆପଣଙ୍କ ବ୍ୟକ୍ତିତ୍ଵରେ ସୁଧାର ଆଣିବ ଏବଂ ଆପଣଙ୍କୁ ଇଂରାଜୀର ବ୍ୟବହାରିକ ଉପଯୋଗରେ ସମର୍ଥ କରିବ । ସହଜ ଏବଂ ସରଳ ଭାଷାରେ ଇଂରାଜୀ ଶିକ୍ଷା ପାଇଁ ଏହା ଏକ ଅଭୂତ ପୁସ୍ତକ ଅଟେ ।
Piracy-free
Piracy-free
Assured Quality
Assured Quality
Secure Transactions
Secure Transactions
Delivery Options
Please enter pincode to check delivery time.
*COD & Shipping Charges may apply on certain items.
Review final details at checkout.
downArrow

Details


LOOKING TO PLACE A BULK ORDER?CLICK HERE