7 Mindsets For Success Happiness and Fulfilment


LOOKING TO PLACE A BULK ORDER?CLICK HERE

Piracy-free
Piracy-free
Assured Quality
Assured Quality
Secure Transactions
Secure Transactions
Fast Delivery
Fast Delivery
Sustainably Printed
Sustainably Printed
Delivery Options
Please enter pincode to check delivery time.
*COD & Shipping Charges may apply on certain items.
Review final details at checkout.

About The Book

ବିଚାର ଏବଂ ଭାବନା ଯାହାକି ସମୟ ସହିତ ଦୃଢ ଓ ଅବିଚଳିତ ଭାବରେ କର୍ମରତ ରହିଥାଏ ତାହା ଏକ ଦୃଷ୍ଟିକୋଣରେ କଠୋର ହୋଇ ଯାଇଥାଏ | ଯଦି ଆପଣ ଗୋଟିଏ ମନୋଭାବ ସହିତ ଯଥେଷ୍ଟ ଅଧିକ ସମୟ ରହୁଛନ୍ତି ତେବେ ଏହା ଅନ୍ୟ ଏକ ସ୍ଵଭାବରେ ପରିଣତ ହୋଇଯିବ – ଏକ ମାନସିକତା | ଭୁଲ ମାନସିକତା ଆପଣଙ୍କୁ ସନ୍ତୋଷ ଆନନ୍ଦ ଜ୍ଞାନର ପଥରୁ ଦୂରେଇ ନେଇପାରେ | ସଠିକ ଆପଣଙ୍କୁ ସଫଳତା ତଥା ପୂର୍ଣ୍ଣତାର ପଥ ଏବଂ ଏକ ଅସାଧାରଣ ଜୀବନ ପ୍ରତି ଈଶାରା କରିବ | ବିଜ୍ଞାନକୁ ବୈଦିକ ଶାସ୍ତ୍ର ଏବଂ ତର୍କଶାସ୍ତ୍ର ସହିତ ଆଧ୍ୟାତ୍ମିକ ଅନ୍ତର୍ଦୃଷ୍ଟି ସହକାରେ ସମିଶ୍ରଣ କରି ସ୍ଵାମୀ ମୁକୁନ୍ଦାନନ୍ଦ ୭ଟି ମାନସିକତାର ରହସ୍ୟ ଉନ୍ମୋଚନ କରିଛନ୍ତି – ମନ ଏବଂ ବୁଦ୍ଧିକୁ ତାଲିମ କରିବା ତଥା ଏଥି ମଧ୍ୟରେ ଥିବା ଅପାର ସମ୍ଭାବନାକୁ ଖୋଲିବାର ୭ଟି କୌଶଳ | ଆଇଆଇଟି ଏବଂ ଆଇଆଇଏମ ର ପ୍ରାକ୍ତନ ଛାତ୍ର ସ୍ବାମୀଜୀ ମନ ପ୍ରବନ୍ଧନ ଏବଂ ଜୀବନ ପରିବର୍ତ୍ତନ ନିମିତ୍ତ ଏହି ଶକ୍ତିଶାଳୀ ତଥାପି ସରଳ କୌଶଳଗୁଡିକ ବୈଦିକ ଶାସ୍ତ୍ର ପ୍ରତି ତାଙ୍କର କେତେକ ଦଶନ୍ଧି ଧରି ଦକ୍ଷତାରୁ ଉପସ୍ଥାପନ କରିଛନ୍ତି |
downArrow

Details