Aao Sikhen Yog in Oriya
Oriya


Delivery Options
Please enter pincode to check delivery time.
*COD & Shipping Charges may apply on certain items.
Review final details at checkout.

LOOKING TO PLACE A BULK ORDER?CLICK HERE

About The Book

ସମଗ୍ର ବିଶ୍ଵରେ ୨୧ ଜୁନ ୨୦୧୫ ରେ ପାଳିତ ହୋଇଥିବା ପ୍ରଥମ ଅନ୍ତର୍ରାଷ୍ଟ୍ରୀୟ ଯୋଗ ଦିବସ ପରେ ସାରା ଦୁନିଆଁରେ ଯୋଗାସନ ପ୍ରତି ଲୋକମାନଙ୍କର ପ୍ରବଳ ଆକର୍ଷଣ ଏବଂ ଉତ୍କଣ୍ଠା ଦେଖିବାକୁ ମିଳୁଛି । ଆଜି ପ୍ରତ୍ୟେକ ବ୍ୟକ୍ତି ଯୋଗାସନ ସମ୍ବନ୍ଧରେ ଜାଣିବାକୁ ବ୍ୟାକୁଳିତ। ଏହି ପୁସ୍ତକ ମାଧ୍ୟମରେ ଆମେ ପାଠକମାନଙ୍କ ସମ୍ମୁଖରେ ଏପରି ଯୋଗାସନଗୁଡ଼ିକ ପ୍ରସ୍ତୁତ କରିଛୁ ଯେଉଁଗୁଡ଼ିକ କରିବା ପାଇଁ ସରଳ ହେବା ସହ ଆମର ପିଲାମାନଙ୍କୁ ସୁସ୍ଥ ଏବଂ ନିରୋଗ ରଖିବାରେ ସାହାଯ୍ୟ କରିବ। ଖେଳ ଖେଳରେ ଆମେ ପିଲାମାନଙ୍କୁ ଯୋଗ ବାବଦରେ ସଂପୂର୍ଣ୍ଣ ଏବଂ ସମୁଚିତ ତଥ୍ୟ ଏଠାରେ ପ୍ରଦାନ କରିଛୁ ।<br>‘ଆସ ଶିଖିବା ଯୋଗ’ ଯୋଗାସନ ଶିଖାଉଥିବା ସହଜ ଏବଂ ସରଳ ଶବ୍ଦରେ ପ୍ରକାଶିତ ଏକ ଏମିତି ପୁସ୍ତକ ଅଟେ ଯେଉଁଥିରେ ଯୋଗର ଲାଭ ପ୍ରକାର ବିଧୂ ‘କାହିଁକି କରିବା ଯୋଗ’ ଭଳି ପ୍ରଶ୍ନର ସମୁଚିତ ଉତ୍ତର ଦିଆ ଯାଇଛି। ଏଥିରେ ସୂର୍ଯ୍ୟ ନମସ୍କାର ପ୍ରାଣାୟାମ କପାଳଭାତି ପରି ବିଭିନ୍ନ ଯୋଗାସନ ସହ କିଛି ବିଶେଷ ଆସନ ମଧ୍ୟ ଦିଆ ଯାଇଛି । ଏହି ପୁସ୍ତକ ଦ୍ଵାରା ପିଲାମାନଙ୍କୁ ଯୋଗାସନ ଶିଖିବା ସହଜ ହେବା ସହ ଯୋଗାସନରୁ ମିଳୁଥିବା ଲାଭ ସଂପର୍କିତ ଜ୍ଞାନ ମିଳିପାରିବ । ତେବେ ପିଲାଏ ଏହି ପୁସ୍ତକ ମାଧ୍ୟମରେ ଆସ ଶିଖିବା ଯୋଗ।
Piracy-free
Piracy-free
Assured Quality
Assured Quality
Secure Transactions
Secure Transactions
Fast Delivery
Fast Delivery
Sustainably Printed
Sustainably Printed
downArrow

Details