ADYA AKHYARA


LOOKING TO PLACE A BULK ORDER?CLICK HERE

Piracy-free
Piracy-free
Assured Quality
Assured Quality
Secure Transactions
Secure Transactions
Fast Delivery
Fast Delivery
Sustainably Printed
Sustainably Printed
Delivery Options
Please enter pincode to check delivery time.
*COD & Shipping Charges may apply on certain items.
Review final details at checkout.

About The Book

ରୋହିତ ଦାଶ ପେଶାରେ ଜଣେ ଅବସରପ୍ରାପ୍ତ ବ୍ୟାଙ୍କ ଅଧିକାରୀ “ ଆଦ୍ୟ ଅକ୍ଷର” କବିଙ୍କ କାବ୍ୟ ଜୀବନର ପ୍ରଥମ ସ୍ବାକ୍ଷର । ନୁଆଁ ନୁଆଁ କଲେଜରେ ପଢୁଥିବା ବେଳର ଆଦ୍ୟ ସ୍ତୁତି ଆଦ୍ୟ ପୁଲକ ଯାହା ସ୍ଵତଃ ଝରି ଆସିଥିଲା ତାଙ୍କ କଲମମୁନରୁ କବିତା ହୋଇ ସେ ସବୁରୁ ଉଈ ମୁହଁରୁ ବଂଚି ଯାଉଥିବା କିଛି କବିତା ଏ ସଂକଳନରେ ତାରିଖର କ୍ରମାନ୍ଵୟରେ ସନ୍ନିବେଶିତ । ଏ ସଂକଳନରେ ସନ୍ନିବେସିତ କବିତାସବୁକୁ ସେ କୁହନ୍ତି । କଂଚା ବୟସର ଅନଭିଜ୍ଞ ହାତର ସ୍ଵାକ୍ଷର ଆଧୁନିକ ମଣିଷର ପ୍ରେମନିରାଶା ଅସହାୟତା ଦୁଃଖଦୁର୍ଦଶା ଅଜଣା ଅବୁଝା ରହସ୍ୟ ସନ୍ଦିହାନମୟ ସ୍ଥିତି ଓ ଅସ୍ତିତ୍ବ ସଂଶୟ ଜୀବନ ଜୀବିବିଷା ଜିଜ୍ଞାସା ଦ୍ବିଧାବୋଧ ହିଁ ଏ କବିତାସବୁର ମୁଳପିଣ୍ଡ । ଛନ୍ଦମୁକ୍ତ ହେଲେବି କବିତା ସବୁରେ ଥିବା ସାଙ୍ଗିତିକତା ହିଁ ଏ କବିତାର ମୁଖ୍ୟ ଆକର୍ଷଣ ରୋହିତ ଦାଶ ଜଣେ ଚର୍ଚ୍ଚିତ କବି ଓ ଗାଳ୍ପିକ । ଦେଶ ବିଦେଶର ପତ୍ର ପତ୍ରିକାରେ ତାଙ୍କର ଅନେକ ଲେଖା ପ୍ରକାଶିତ ତାଙ୍କର ଲେଖା ମଧ୍ୟ ଅନ୍ୟ ଅନେକ ଭାଷାକୁ ଅନୁଦିତ (ଆଦ୍ୟ ଅକ୍ଷର ତାଙ୍କ ପ୍ରକାଶିତ ୧୪ ତମ ପୁସ୍ତକ ।ଆଗରୁ ପ୍ରକାଶ ପାଇଥିବା ତାଙ୍କର ୫ ଟି କବିତା ସଂକଳନ ୪ ଟି ଗପ ବହି ୧ ଉପନ୍ୟାସ ଓ ୩ ଟି ଇଂରାଜୀ କବିତା ସଂକଳନ ପାଠକ ମହଲରେ ବେଶ ଆଦୃତ ହେଇ ସାରିଛି ।
downArrow

Details