ALIVA SMRUTI
English

About The Book

ବ୍ୟସ୍ତ ବହୁଳ ଜୀବନ ଶୈଳୀ ରେ ଟିକିଏ ନିଆରା ଆନନ୍ଦ ପାଇବା ପାଇଁ କିଏ ଖେଳକୁଦ ରେ ମନ ଦିଏ।କିଏ ସିଲାଇ ବୁଣାଇ ତ କିଏ ଗପ କାହାଣୀ ବହି ପଢ଼ି।ଏବେ ଅବଶ୍ୟ ବହି ପଢିବାକୁ ବେଶୀ କେହି ଆନ୍ତରିକତା ଦେଖାଉ ନାହାନ୍ତିଆଜିବି ଅନେକ ଙ୍କର ବହି ପଢା ସଉକ ଯାଇନି।ଏଇ ଯେମିତି ମୁଁ ବହିଟିଏ ମୁଣ୍ଡ ତଳେ ରଖି ନ ଶୋଇଲେ ମୋତେ ନିଦ ନାହିଁ।ମୋର ବହିଟି ପଢ଼ିବା ନିଶା ଯେମିତି ଆପଣମାନେ ମୋ ବହି 'ଅଲିଭା ସ୍ମୃତି' ପଢିଲା ପରେ ଆପଣମାନଙ୍କର ବି ବହି ପଢିବା ନିଶା ହୋଇଯିବ।ମୋ ବହିରେ ରହିଛି ଆଈ ର ଗପ ପେଡ଼ିଅଜାଙ୍କର ଭାଗବତ ଟୁଙ୍ଗୀ ମାଁ ର ପଣତ କାନି ଓଡ଼ିଆ ଘରର ଆରାଧ୍ୟ ଦେବତା ଜୟ ଜଗନ୍ନାଥ ଙ୍କ ପ୍ରତି ଅଭିମାନକିଛି ଚଳନି କିଛି ସଂସ୍କାରଋଢୀବାଦୀ ଲୋକଙ୍କ ର କଥାମୋ ଗାଁ ଧାନ କୁଟୁଣୀ ପିଠା ଚିତଉ ସବୁ କିଛି ଅଲିଭା ସ୍ମୃତି ର ଅଲିଭା ଲେଖନ।ପଢ଼ିବେ। କେମିତି ଲାଗିଲା ମତାମତ ଦେବେ| ଅମିତା ଦାଶ
Piracy-free
Piracy-free
Assured Quality
Assured Quality
Secure Transactions
Secure Transactions
Delivery Options
Please enter pincode to check delivery time.
*COD & Shipping Charges may apply on certain items.
Review final details at checkout.
downArrow

Details


LOOKING TO PLACE A BULK ORDER?CLICK HERE