?????? ????? Anabana kabita)


Delivery Options
Please enter pincode to check delivery time.
*COD & Shipping Charges may apply on certain items.
Review final details at checkout.

LOOKING TO PLACE A BULK ORDER?CLICK HERE

About The Book

ଅନାବନା କବିତା କବି ରାମ ପ୍ରସାଦ ବିଶୋଇଙ୍କ ଦ୍ଵିତୀୟ କବିତା ସଂକଳନ । ଅନାବନା ଘାସ ଗୁଳ୍ମ ଲତାକୁ ନେଇ ଯେମିତି ଏକ ସୁନ୍ଦର ବଗିଚାର ସୃଷ୍ଟି କରାଯାଇ ପାରେ ସେମିତି କବି ଏହି ସଂକଳନରେ ଜୀବନର ବିଭିନ୍ନ ଘଟଣାବଳୀକୁ ନେଇ ଅନେକ କବିତା ରଚନା କରିଛନ୍ତି । ଏଥିରେ ସନ୍ନିବେଶିତ ହୋଇ ଥିବା ସମସ୍ତ କବିତା ଅତ୍ୟନ୍ତ ଭାବପ୍ରବଣ ଓ ହୃଦୟସ୍ପର୍ଶୀ ହୋଇଛି ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ ।
Piracy-free
Piracy-free
Assured Quality
Assured Quality
Secure Transactions
Secure Transactions
Fast Delivery
Fast Delivery
Sustainably Printed
Sustainably Printed
downArrow

Details