Aparapara


LOOKING TO PLACE A BULK ORDER?CLICK HERE

Piracy-free
Piracy-free
Assured Quality
Assured Quality
Secure Transactions
Secure Transactions
Fast Delivery
Fast Delivery
Sustainably Printed
Sustainably Printed
Delivery Options
Please enter pincode to check delivery time.
*COD & Shipping Charges may apply on certain items.
Review final details at checkout.

About The Book

ଅପରାପର କବିତା ରୂପରେ ଏକ ଚେତନା ଏକ ସ୍ବର ଶିହରଣ । ଏ ତିନି ସ୍ତରର ଚାରି ପାଖରେ ଆଖି ଆଗରେ ଘଟୁଥିବା ସ୍ଥୂଳ ବାସ୍ତବତା ତ କେତେବେଳେ ଆଖି କୁ ଦିଶୁ ନ ଥିବା ସୂକ୍ଷ୍ମ ଅବବୋଧ ଯାହା ଖାଲି ଅନୁଭବ କରି ହୁଏ କହି ହୁଏ ନାହିଁ । ଆଉ ଗୋଟିଏ ସ୍ତର ହେଲା ଅର୍ଦ୍ଧ ଜାଗ୍ରତ ଅର୍ଦ୍ଧ ସୁପ୍ତ ଅବସ୍ଥା । ଏ କବିତା ତିନି ସ୍ତରକୁ ଛୁଇଁବାକୁ ଚେଷ୍ଟା କରିଛି । ଏ କେତେବେଳେ ଲୌକିକତା ରେ ଛନ୍ଦା ତ କେତେବେଳେ ଅଲୌକିକତା ରେ ବନ୍ଧା । ପ୍ରତି କବିତା ଲେଖିଲା ବେଳେ ମୁଁ ଅନୁଭବ କରିଛି କିଛି ଅଲୌକିକ ଆଚ୍ଛନ୍ନତା । ଅ ଗୋଟିଏ ଶକ୍ତିଶାଳୀ ଅକ୍ଷର ଓଁକାର ର ପ୍ରଥମ ଅକ୍ଷର । ଏ ଅକ୍ଷର କରିପାରେ ଅସମ୍ଭବ କୁ ସମ୍ଭବ ଓ ସମ୍ଭବ କୁ ଅସମ୍ଭବ । ଏ ବହିର ପ୍ରତ୍ୟେକ କବିତା ଅ କାର ରେ ଆରମ୍ଭ । ଆଶା ଏ ପାଠକଙ୍କୁ ଆଛନ୍ନ କରି ରଖିବ ।
downArrow

Details