Apne Aapko Pehchaniye (ନିଜକୁ ନୁହେଁ ଚିହ୍ନନ୍ତୁ)

About The Book

ସଫଳ ବ୍ୟକ୍ତିମାନଙ୍କ କାର୍ଯ୍ୟ କରିବାର ଶୈଳୀ ଅନ୍ୟ ଲୋକଙ୍କଠାରୁ ଭିନ୍ନ ହୋଇଥାଏ । ସଫଳତା ଛୋଟ ହେଉ କିମ୍ବା ବଡ଼ ଏହା ପଛରେ ଯୋଜନା ତଥା ତଦନୁସାରେ କାର୍ଯ୍ୟ କରିବାର ବିଶେଷ ମହତ୍ତ୍ବ ରହିଥାଏ । ସଫଳ ବ୍ୟକ୍ତି ନିଜ ଦକ୍ଷତାର ସବୁବେଳେ ଭରପୁର। ଉପଯୋଗ କରନ୍ତି । ଏହି ପୁସ୍ତକରେ ସଫଳତା ହାସଲର ଅନେକ ଉପାୟ କୁହାଯାଇଛି । ଏହି ପୁସ୍ତକ ଜୀବନକୁ ଔଜଲ୍ୟମୟ କରିବା ପାଇଁ ସବୁ ଦୃଷ୍ଟିରୁ ସଂଗ୍ରହଣୀୟ ଅଟେ ।ସେଟ୍ ମାର୍ଡୋଙ୍କ ପୁସ୍ତକଗୁଡ଼ିକର ଅଧୟନରେ କୋଟି କୋଟି ଲୋକମାନେ ଆତ୍ମଶୁଦ୍ଧି କାର୍ଯ୍ୟରେ ନିଷ୍ଠା ସମେତ ଜୀବନରେ ଉତ୍ସାହ ଓ ପ୍ରେରଣା ପ୍ରାପ୍ତ କରିଛନ୍ତି । ଆପଣ ମଧ୍ୟ ଏଗୁଡ଼ିକୁ ପଢ଼ନ୍ତୁ ଓ ନିଜ ମନୋରଥକୁ ହାସଲ କରିବାର ଆନନ୍ଦ ଉଠାନ୍ତୁ । ପ୍ରସ୍ତୁତ ପୁସ୍ତକ ପ୍ରତି ପାଦରେ ମାର୍ଗଦର୍ଶନ କରି ଆପଣଙ୍କ ଜୀବନ ବଦଳାଇପାରେ ।
Piracy-free
Piracy-free
Assured Quality
Assured Quality
Secure Transactions
Secure Transactions
Delivery Options
Please enter pincode to check delivery time.
*COD & Shipping Charges may apply on certain items.
Review final details at checkout.
downArrow

Details


LOOKING TO PLACE A BULK ORDER?CLICK HERE