ARDRA (ଆର୍ଦ୍ରା)

About The Book

ଶୁଭଶ୍ରୀଙ୍କ ଗପଗୁଡ଼ିକ ପଢିବାବେଳେ ମନେହୁଏ ସତେ ଯେମିତି ସତରେ ଏମିତି ଘଟିଛି ବା ଘଟିବା ସମ୍ଭବ ! ପାଠକଠୁ କୌଣସି କଥାକାର ଏତିକି ବିଶ୍ୱାସ ଜିତିନେବାପରେ ଗପ ଏକା ନିଶ୍ୱାସକେ ପଢ଼ି ହୋଇଯାଏ l

-ଆଶିଷ ଗଡ଼ନାୟକ

ଆର୍ଦ୍ରା ଚନ୍ଦ୍ରମଣ୍ଡଳର କେଉଁ କୋଣରେ ଫୁଟିଉଠୁଥିବା ନକ୍ଷତ୍ରଟିଏ ହୋଇପାରେ କିମ୍ଵା ହୋଇପାରେ ଦ୍ରୁମଟିଏ ଦିନେ ଯେଉଁଠୁ ଅଙ୍କୁରୋଦଗମ ହୋଇଥିଲା ସେଇ ଭିଜା ମାଟି ମୁଠାଏ । ତେବେ ସାରସ୍ଵତ ଆକାଶକୁ ଉଜ୍ଜ୍ଵଳିତ ଓ ସୃଜନୀ ମାଟିକୁ ପରିବ୍ୟାପ୍ତ ହେବାର ଏହା ଏକ ଆତ୍ମବିଶ୍ଵାସର ନାଁ।

-ଚିତ୍ତରଞ୍ଜନ ଚିରଞ୍ଜିତ

Piracy-free
Piracy-free
Assured Quality
Assured Quality
Secure Transactions
Secure Transactions
Delivery Options
Please enter pincode to check delivery time.
*COD & Shipping Charges may apply on certain items.
Review final details at checkout.
downArrow

Details

LOOKING TO PLACE A BULK ORDER?CLICK HERE