Beshaghara

About The Book

<p>ବେଶଘର କବିତା ସଂକଳନରେ ସ୍ଥାନିତ ପ୍ରତ୍ୟେକ କବିତା ଏକ ଦର୍ପଣ- ପ୍ରେମ ପ୍ରତିରୋଧ ଅନ୍ୟାୟ ଅବିଚାର ବିଦ୍ରୋହ ବିଦ୍ରୂପ ସମୟର ନିରନ୍ତର ସ୍ପନ୍ଦନର ଅଦୃଶ୍ୟ ରୂପରେଖ ଓ ଆତ୍ମାର ସ୍ତରୀଭୂତ କ୍ଷେ।।ଭର ଅବିକଳ ପ୍ରତିଫଳନ । ଭାଷାର ସରଳତା ଓ ଭାବର ଗଭୀରତାରେ ସମୃଦ୍ଧ ଏହି କବିତାଗୁଡ଼ିକ ଜୀବନର ଭଂଗୁର ସୌନ୍ଦର୍ଯ୍ୟକୁ ଅନୁସନ୍ଧାନ କରେ ଓ ଦୈନନ୍ଦିନ ଜୀବନରେ ନିହାତି ମାମୁଲି ମନେ ହେଉଥିବା ମୁହୂର୍ତ୍ତର ସାକ୍ଷୀ ପାଲଟି ଆମ ଚତୁଃପାର୍ଶ୍ୱର ବିଶ୍ୱକୁ କେବଳ ପ୍ରତିଫଳିତ କରେନାହିଁ ପାଠକକୁ ଗଭୀର ଭାବପ୍ରବଣତାରେ ଆଚ୍ଛନ୍ନ ଆଲୋଡ଼ିତ ଓ ଆନ୍ଦୋଳିତ କରେ। ସତ୍ୟ ଏବଂ ନ୍ୟାୟ ପ୍ରତି ପ୍ରତିବଦ୍ଧତାରେ ସମୁଜ୍ଜ୍ୱଳ କବିତାଗୁଡ଼ିକ ସ୍ପର୍ଦ୍ଧା ଏବଂ ସମ୍ବେଦନଶୀଳତାର ପ୍ରତିରୂପ ପାଲଟି ପାଠକକୁ ସାହସ ଏବଂ ସାନ୍ତ୍ୱନା ପ୍ରଦାନ କରେ। </p><p></p>
Piracy-free
Piracy-free
Assured Quality
Assured Quality
Secure Transactions
Secure Transactions
Delivery Options
Please enter pincode to check delivery time.
*COD & Shipping Charges may apply on certain items.
Review final details at checkout.
downArrow

Details


LOOKING TO PLACE A BULK ORDER?CLICK HERE