Bhabanare Bharata Bhramana
Oriya
About The Book
<span style=background-color: rgba(255 255 255 1); color: rgba(34 34 34 1)>ଫରାସୀ ଚିତ୍ରଶିଳ୍ପୀ ମୋନେ ଙ୍କର ଏପରି ଏକ ଅଭିଳାଷ ପରି ନୈବେଦ୍ୟ ଙ୍କର ଅଭିଳାଷ।ଜଣେ ପ୍ରାବନ୍ଧିକ ମଧ୍ୟ।ତାଙ୍କର ପ୍ର କୃତି ର ଆଉ ଗୋଟିଏ ବିଶିଷ୍ଟ ବିଭାବ ହେଉଛି ତାଙ୍କର ପ୍ରକୃତି ପ୍ରେମ ସେ ପ୍ରକୃତି କୁ କେବଳ ଭଲ ପାଆନ୍ତି ନାହିଁ ସେଠାରେ ସଦାବେଳେ ରହିବାକୁ ଚାହାନ୍ତି।ଏପରିକି ସୁନ୍ଦର ସୂର୍ଯ୍ୟୋଦୟ ସୃଯ୍ୟାସ୍ତଟିଏ ଦେଖିବା ପାଇଁ ସେ ଅନେକ ଦୂରକୁ ଚାଲି ଯାନ୍ତି।।ବନ ଜଙ୍ଗଲ ପାହାଡ଼ ପର୍ବତ ନଈ ସମୁଦ୍ର ହ୍ରଦ ଶୈଳ ନିବାସ ଦେଖିବାକୁ ସେ ପ୍ରଗାଢ ଭାବ ରେ ଭଲ ପାଆନ୍ତି।ଐତିହାସିକ ସ୍ଥାନ ହେରିଟେଜ ଏସବୁ କୁ ବି ସେ ଛାଡ଼ନ୍ତି ନାହିଁ।ଭ୍ରମଣ କରିବା ତାଙ୍କର ସ୍ଥିତି ସହିତ ନିବିଡ଼ ଭାବରେ ଜଡିତ। 
<span style=background-color: rgba(255 255 255 1); color: rgba(34 34 34 1)>ଏବେ ସେହିସବୁ ଅଭିଜ୍ଞତାକୁ ନେଇ ଲେଖିଛନ୍ତି ଏହି ଭ୍ରମଣ କାହାଣୀ।ଭାବନା ରେ ଭାରତ ଯାତ୍ରା।ସେ ପ୍ରାୟ ସମଗ୍ର ଭାରତ ର ଦର୍ଶନୀୟ ସ୍ଥାନ କୁ ଭ୍ରମଣ କରିଛନ୍ତି ମନ ପ୍ରାଣ ଦେଇ ଦେଖିଛନ୍ତି ବିଭୋର ହୋଇଛନ୍ତି ଅନୁଭବ କରିଛନ୍ତି।ସେହି ଅନୁଭବ କୁ ସେ ରୂପାୟନ କରି ପାଠକ ମାନଙ୍କୁ ଏହି ଉପହାର ଦେଇଛନ୍ତି।ଏହି ଭ୍ରମଣ କାହାଣୀ ତଥ୍ୟ ସମ୍ବଳିତ ନୁହେଁ।ତାଙ୍କର ଚେତନା ର ଗୋଟିଏ କାବ୍ୟିକ ପରିପ୍ରକାଶ।ସେ ବେଳେ ବେଳେ କବିତାରେ ତାଙ୍କ ଅନୁଭବ କୁ ପ୍ରକାଶ କରିଛନ୍ତି।
<span style=background-color: rgba(255 255 255 1); color: rgba(34 34 34 1)>ସଂକଳନକୁ ସେ ଭାଗ ଭାଗ କରିଛନ୍ତି। ପୂର୍ବ ଭାରତ ପଶ୍ଚିମ ଭାରତ ଉତ୍ତର ଭାରତ ଓ ଦକ୍ଷିଣ ଭାରତ।ଏହା ବ୍ୟତୀତ ଅନେକ ଗୁଡିଏ ସ୍ଥାନ କୁ କେବଳ ଭ୍ରମଣ କାହାଣୀ ଭାବରେ ବର୍ଣନା କରିଛନ୍ତି।
Piracy-free
Piracy-free
Assured Quality
Assured Quality
Secure Transactions
Secure Transactions
Delivery Options
Please enter pincode to check delivery time.
*COD & Shipping Charges may apply on certain items.
Review final details at checkout.
downArrow
Details
LOOKING TO PLACE A BULK ORDER?CLICK HERE