Binapani Mohantynka Nirbachita Galpa

About The Book

<p>ଜୀବନ ପ୍ରତି ନିବିଡ଼ ଆନ୍ତରିକ ଭାବ ତଥା ମାନବାତ୍ମାର ମଧୁର ଗାନରେ ମୂର୍ଚ୍ଛିତ ବୀଣାପାଣିଙ୍କ କଥାସାହିତ୍ୟ । ଜଣେ ଦରଦୀ ମାନବବାଦୀ କଥାଶିଳ୍ପୀ ଭାବେ ଓନିଆ ସାହିତ୍ୟରେ ବୀଣାପାଣିଙ୍କ ସ୍ଥାନ ସ୍ୱତନ୍ତ୍ର । ନାରୀ ଜୀବନର ସମସ୍ୟା ନାରୀତ୍ୱର ନିଚ୍ଛକ ଅନୁଭବରେ ରସସିକ୍ତ ପୁଣି ଋଦ୍ଧିମନ୍ତ ହୋଇଛି ତାଙ୍କ ରଚିତ 'ସୀତାର ଶୋଣିତ' 'କୁନ୍ତୀ-କୁନ୍ତଳା-ଶକୁନ୍ତଳା' ଏବଂ 'ମନସ୍ୱିନୀ' ଭଳି ତିନିଗୋଟି ଉପନ୍ୟାସର କଥାବସ୍ତୁ । 'ପାଟଦେଈ'ରୁ 'ପାଚେରୀ ସେପଟନଈ' ପର୍ଯ୍ୟନ୍ତ ପ୍ରଲମ୍ବିତ ବୀଣାପାଣିଙ୍କ ଗଳ୍ପ ଜଗତର ବ୍ୟାପକ ପରିଧି । ପ୍ରଭାବଶାଳୀ ତଥା ମର୍ମାସ୍ପର୍ଶୀ ଆବେଦନରେ ତାଙ୍କ ଗଳ୍ପଗୁଡ଼ିକ ସ୍ୱତନ୍ତ୍ର ଓ ଅନନ୍ୟ । </p><p></p>
Piracy-free
Piracy-free
Assured Quality
Assured Quality
Secure Transactions
Secure Transactions
Delivery Options
Please enter pincode to check delivery time.
*COD & Shipping Charges may apply on certain items.
Review final details at checkout.
downArrow

Details


LOOKING TO PLACE A BULK ORDER?CLICK HERE