BISWARUPA


Delivery Options
Please enter pincode to check delivery time.
*COD & Shipping Charges may apply on certain items.
Review final details at checkout.

LOOKING TO PLACE A BULK ORDER?CLICK HERE

About The Book

ଗାଳ୍ପିକା ଓ କବୟତ୍ରୀ ଡାକ୍ତର ମଞ୍ଜୁବାଳା ପଣ୍ଡାଙ୍କ ଲେଖାର ବୈଶିଷ୍ଟ୍ୟ ହେଲା - ଓଦାପଣର ଭାବ ଓ ଆବେଗ ପ୍ରବଣ ଭାଷା ଭିତରେ ଲୁଚିରହିଥିବା ଜୀବନ ଦର୍ଶନର ଅଭୂତପୂର୍ବ ରୂପଛିଟା। ଏକ ନିର୍ମଳ ବିହ୍ଵଳ ବଣଝରଣା ପରି ବେଶ୍ ସାବଲୀଳ ଓ ବିଲୋଳ ତାଙ୍କ ଗଳ୍ପର ପ୍ରବାହ। ସମ୍ବେଦନା ଓ ସମ୍ଭାବନାରେ ସମୁଜ୍ଵଳ ତାଙ୍କର ମାନବଧର୍ମୀ ଗଳ୍ପ ସବୁ ଥରେ ଆରମ୍ଭ କଲେ ପାଠକଟିଏ ଶେଷ ନ କରି ରହିପାରେନି। ଗାଳ୍ପିକାଙ୍କର ଏ ଯାବତ୍ ପାଞ୍ଚଟି ପୁସ୍ତକ ପ୍ରକାଶିତ - ଅନ୍ତଃସ୍ଵର (କବିତା ସଂକଳନ) ଗୀତ ଗଜରା(ଗୀତିକବିତା ସଂକଳନ) ସାଉଁଟା କଥା (ଅନୁଭୂତିର ଗଳ୍ପ) - ପ୍ରଥମ ଓ ପରିବର୍ଦ୍ଧିତ ସଂସ୍କରଣ ପାରନାନୀ ଓ ଅନ୍ୟାନ୍ୟ ଗଳ୍ପ (ଗଳ୍ପ ସଂକଳନ)। ମୁଗ୍ଧମନ୍ତ୍ର (କବିତା ସଂକଳନ) ପ୍ରକାଶନ ଅପେକ୍ଷାରେ। ବିଶ୍ଵରୂପା ଏହି କ୍ରମରେ ଷଷ୍ଠ ସଂକଳନ। ଅନୁଭୂତି ଏବଂ ସାହିତ୍ୟର ସାରସ୍ଵତ ସମାଗମ - “ବିଶ୍ଵରୂପା” ପାଠକ ମହଲରେ ନିଶ୍ଚୟ ଆଦୃତି ଲାଭ କରୁ ଏହା ହିଁ ପରମେଶ୍ଵରଙ୍କ ନିକଟରେ କାମନା ।
Piracy-free
Piracy-free
Assured Quality
Assured Quality
Secure Transactions
Secure Transactions
Fast Delivery
Fast Delivery
Sustainably Printed
Sustainably Printed
downArrow

Details