Bundle Part 2

About The Book

କେତେବେଳେ କେମିତି ମନରୁ କିଛି ସୃଷ୍ଟି କରିବାର ଇଛା ସମସ୍ତଙ୍କ ଭିତରେ ଥାଏ ଯାହାକି ମୋର ବି ବେଳେବେଳେ ଇଛା ହୁଏ । ସେଇ ଇଛା ରୁ ସୃଷ୍ଟି କିଛି ମୋର ପ୍ରତ୍ୟକ୍ଷ ଅନୁଭୂତି ଓ କିଛି ପାରିପାର୍ଶ୍ବିକ ପରିସ୍ଥିତିରୁ ଅନୁପ୍ରେଣିତ ଗପ ଓ କବିତା । ମୋ ସ୍ତ୍ରୀ ଶ୍ରୀମତୀ ପୁଷ୍ପାଞ୍ଜଳି ମିଶ୍ର ଙ୍କ ଭ୍ରମଣ ବୃତ୍ତାନ୍ତ ପିଲାମାନଙ୍କ ଦ୍ୱାରା ବହୁ ଦିନର ସାଇତା ସ୍ମୃତି। ମୋ ବଡ଼ ବୋହୁ ପବିତ୍ରା କିଛି ଦିନ ପୂର୍ବେ ମୋର ଗୋଟେ ଲେଖାକୁ ପଢି ଖୁବ ଖୁସି ହେଇ କହିଥିଲା ଗୋଟେ ବହି ଛାପିବା ବୋଲି ମୁଁ ତା କଥାକୁ ହସରେ ଉଡେଇ ଦେଇଥିଲି। ସିଏ କିନ୍ତୁ ସବୁ ପୁରୁଣା ଲେଖା ସଂଗ୍ରହ କରିନିଜ ଚାକିରୀ ଓ ପରିବାର ଜଞ୍ଜାଳ ଭିତରୁ ସମୟ କାଢି ଗୋଟେ ବହିର ରୂପ ରେଖ ପ୍ରସ୍ତୁତ କରିଦେଲା । ତାକୁ ସମ୍ପୁର୍ଣ୍ଣ ସହଯୋଗର ହାତ ବଢ଼େଇ ମୋର ସାନ ବୋହୁ ଅନନ୍ୟା ଅନେକ ଗୁଡିଏ ହାତ ଲେଖାକୁ କଂପ୍ୟୁଟର ରେ ଓଡ଼ିଆରେ ଟାଇପ କରି ରଖିଲା ଯାହାକି କଷ୍ଟସାଧ୍ୟ ଥିଲା । ନନା ବୋଉ (ସ୍ବର୍ଗତ ଶ୍ରୀଯୁକ୍ତ ପଦ୍ମନାଭ ମିଶ୍ର ଏବଂ ସ୍ବର୍ଗତ ଶ୍ରୀମତୀ ଶଶିକଳା ମିଶ୍ର) ଙ୍କ ଅଦୃଷ୍ଟ ଆଶୀର୍ବାଦ ପ୍ରେରଣା ର ସ୍ରୋତ ରୂପେ ମୋର ଏହି ଛୋଟ ପ୍ରୟାସ କୁ ଆଗକୁ ବାଟ କାଢି ନେଇଛି । ପିଲାମାନଙ୍କ ଉତ୍ସାହରୁ ସୃଷ୍ଟି ଏଇ ବହି ଏବେ ଆପଣଙ୍କ ହାତରେ... ଧନ୍ୟବାଦ ଶ୍ରୀମତୀ ଓ ଶ୍ରୀ ଚିତ୍ତରଞ୍ଜନ ମିଶ୍ର
Piracy-free
Piracy-free
Assured Quality
Assured Quality
Secure Transactions
Secure Transactions
Delivery Options
Please enter pincode to check delivery time.
*COD & Shipping Charges may apply on certain items.
Review final details at checkout.
downArrow

Details


LOOKING TO PLACE A BULK ORDER?CLICK HERE