BYAKHYA BYAPTI O KRANTI
Oriya

About The Book

<p>ଶ୍ରବଣ ପଠନ ମନନ ଓ ଭ୍ରମଣ ସହିତ ଜୀବନର ବ୍ୟାଖ୍ୟା ପୁସ୍ତକ ଓ ଜୀବନର ଧାରା ମାନଙ୍କର ବ୍ୟାଖ୍ୟା । ଏହି ବ୍ୟାଖ୍ୟା କେବଳ ପୁସ୍ତକ-ସୀମିତ ନୁହେଁ ଯଦିଓ ଆମ ଜୀବନରେ ଚଳନଶୀଳା ଓ ପ୍ରେରଣାଦାୟିନୀ ଜନନୀରୂପେ ପୁସ୍ତକ ମାନଙ୍କର ଏକ ଗଭୀର ଭୂମିକା ରହିଛି । ଆମ ପୁସ୍ତକ ଜୀବନ ସ୍ରୋତ ଓ ଜୀବନର ବ୍ୟାଖ୍ୟା ଆମର ଅନୁଭବ ଭ୍ରମଣ ଯାତ୍ରା ଓ ଚେତନାର ମାନ ଓ ଆସ୍ପୃହା ଅନୁସାରେ ସଂକୀର୍ଣ୍ଣ ହୋଇପାରେ ବା ବ୍ୟାପ୍ତ ହୋଇପାରେ । ସାରା ପୃଥିବୀରେ ଏବେ ସଂକୀର୍ଣ୍ଣ ବ୍ୟାଖ୍ୟା ସବୁବେଳେ ପ୍ରଭାବଶାଳୀ ହୋଇ ମୁଣ୍ଡ ଟେକୁଛନ୍ତି । ପୁସ୍ତକ ଓ ଜୀବନର ଆକ୍ଷରିକ ବ୍ୟାଖ୍ୟା ଆମକୁ ସଂକୀର୍ଣ୍ଣ କରାଉଛି; ପୁସ୍ତକ ଓ ଜୀବନ ମଧ୍ୟରେ ଯେଉଁ ଶାନ୍ତ ପ୍ରତୀକାତ୍ମକ ଅର୍ଥ ରହିଛି ଆମେ ତାହାକୁ ଭୁଲିଯାଇଛୁଁ । ଜୀବନର ଆବଦ୍ଧ ଓ ସଂକୀର୍ଣ୍ଣ ବ୍ୟାଖ୍ୟା ଆମକୁ ସଂକୀର୍ଣ୍ଣ କରାଉଛି । ଆମର ରାଜନୀତି ଶିକ୍ଷା ସଂସ୍କୃତି ଓ ସାହିତ୍ୟ ଆଜି ସଂକୀର୍ଣ୍ଣ ବ୍ୟାଖ୍ୟାକାରମାନଙ୍କ ହାତରେ । ଏହି କ୍ଷେତ୍ରରେ ଆମର ଜୀବନ ଓ ଜୀବନ ବ୍ୟାଖ୍ୟାକୁ ବ୍ୟାପ୍ତ କରିବାକୁ ହୋଇଥାଏ । ଆମର ପ୍ରେମ ଶ୍ରମ ଶିକ୍ଷଣ ଓ ବ୍ୟାଖ୍ୟାର ବ୍ୟାପ୍ତି ଆମ ସମାଜ ସଂସ୍କୃତି ଓ ବିଶ୍ୱରେ କ୍ରାନ୍ତି ଆଣେ... ଏହି କ୍ରାନ୍ତି ଉଭୟେ ବାହାରର କ୍ରାନ୍ତି ଓ ଅନ୍ତରର କ୍ରାନ୍ତି; ସାମାଜିକ-ରାଜନୈତିକ ଓ ଅର୍ଥନୈତିକ କ୍ରାନ୍ତି ଏବଂ ନୈତିକ ଓ ଆଧ୍ୟାତ୍ମିକ କ୍ରାନ୍ତି ।</p>
Piracy-free
Piracy-free
Assured Quality
Assured Quality
Secure Transactions
Secure Transactions
Delivery Options
Please enter pincode to check delivery time.
*COD & Shipping Charges may apply on certain items.
Review final details at checkout.
downArrow

Details


LOOKING TO PLACE A BULK ORDER?CLICK HERE