CHHAI PARI KEHI JANE

About The Book

ଶ୍ରୀମତୀ ସୁଜାତା ଷଡଙ୍ଗୀ ବୃତ୍ତିରେ ଜଣେ ସୁଗୃହିଣୀ ହେଲେ ମଧ୍ୟ ଓଡ଼ିଆ ସାହିତ୍ୟ ପ୍ରତି ଗଭୀର ରୁଚି ତାଙ୍କୁ ଜଣେ ସଫଳ କବିର ପରିଚୟ ଦେଇ ପାରିଛି।ତାଙ୍କ ରଚିତ ଛାଇ ପରି କେହି ଜଣେ ସଂକଳନରେ ବିରହ ପ୍ରେମ ପ୍ରଣୟର ମିଠାସ୍ୱର ଅନୁଭୂତ ହୁଏ ଓ ପ୍ରତ୍ୟେକ ବିଦଗ୍ଧ ପାଠକ ମାନଙ୍କ ମନକୁ ସ୍ପର୍ଶ କରିବାର ଅଭିପ୍ରାୟ ରଖେ। ଆଲୋଚ୍ୟ ପ୍ରଥମ କବିତା ସଂକଳନ ଛାଇ ପରି କେହି ଜଣେକାବ୍ୟ ପିପାସୁଙ୍କ ସୁଖପାଠ୍ୟ ହେବ ବୋଲି ଦୃଢ ବିଶ୍ବାସ।
Piracy-free
Piracy-free
Assured Quality
Assured Quality
Secure Transactions
Secure Transactions
Delivery Options
Please enter pincode to check delivery time.
*COD & Shipping Charges may apply on certain items.
Review final details at checkout.
downArrow

Details


LOOKING TO PLACE A BULK ORDER?CLICK HERE