Chinta O Chetana


Delivery Options
Please enter pincode to check delivery time.
*COD & Shipping Charges may apply on certain items.
Review final details at checkout.

LOOKING TO PLACE A BULK ORDER?CLICK HERE

About The Book

<p>ଜଣେ ବହୁମୁଖୀ ପ୍ରତିଭାଶାଳୀ ବ୍ୟକ୍ତିତ୍ୱ ଶ୍ରୀ ପ୍ରମୋଦ ଧଳଙ୍କ ଜନ୍ମ କେନ୍ଦ୍ରାପଡ଼଼ା ଜିଲ୍ଲା ଆଳି ଥାନାର ଅରଗଳ ଗ୍ରାମରେ। ପ୍ରଥମେ ଭାରତୀୟ ନୌସେନାରେ ପନ୍ଦର ବର୍ଷ ଓ ପରେ ଭାରତ ସରକାରଙ୍କ ଅର୍ଥ ବିଭାଗ ଅଧୀନରେ କେନ୍ଦ୍ରୀୟ ଉତ୍ପାଦ ଓ ସୀମା ଶୁଳ୍କ ବିଭାଗରେ ପଚିଶ ବର୍ଷ ଚାକିରି କରି ଅବସର ନେବା ପରେ ଅଧୁନା ଓଡ଼଼ିଶା ଉଚ୍ଚ ନ୍ୟାୟାଳୟରେ ଓକିଲାତି ପେଷାରେ କାର୍ଯ୍ୟରତ। ବୃତ୍ତି ଓ ପ୍ରବୃତ୍ତି ମଧ୍ୟରେ ସାର୍ଥକ ସମନ୍ୱୟର ଉଦାହରଣ ହେଉଛନ୍ତି ଶ୍ରୀ ଧଳ। ଏକାଧାରରେ ସେ ଜଣେ ପକ୍ଷୀ ବିଶାରଦ ୱାଇଲ୍ଡ ଲାଇଫ ଫୋଟୋଗ୍ରାଫର ଲେଖକ ଗାଳ୍ପିକ ସ୍ତମ୍ଭକାର ଓ ସମାଜ ଚିନ୍ତକ। ଦେଶର ପ୍ରାୟ ସମସ୍ତ ଜାତୀୟ ଉଦ୍ୟାନ ଓ ବ୍ୟାଘ୍ର ସଂରକ୍ଷଣାଞ୍ଚଳ ଭ୍ରମଣ କରି ପଶୁପକ୍ଷୀମାନଙ୍କ ଉପରେ ଅଧ୍ୟୟନ କରିବା ତାଙ୍କର ନିଶା। ଉଭୟ 'ୱାଇଲ୍ଡ ଓଡ଼଼ିଶା' ଓ 'ନେଚର ଆଣ୍ଡ ୱାଇଲ୍ଡଲାଇଫ କଞ୍ଜରଭେସନ ସୋସାଇଟି ଅଫ୍ ଓଡ଼଼ିଶା' (ଘଡଉଝ)ର ଆଜୀବନ ସଦସ୍ୟ ରହି ସେ ଦିଗରେ ମଧ୍ୟ ଶ୍ରୀ ଧଳ ଅନବରତ କାର୍ଯ୍ୟରତ। ଆମ ସମାଜ ଭାଷା ସଂସ୍କୃତି ଓ ପରିବେଶ ଆଧାରିତ ବିଭିନ୍ନ ପ୍ରକାଶିତ ପ୍ରବନ୍ଧ ସଙ୍କଳନ 'ଚିନ୍ତା ଓ ଚେତନା' ଖୁବ ପ୍ରେରଣା ଦାୟକ ହେବ ବୋଲି ଆଶା।</p><p></p>
Piracy-free
Piracy-free
Assured Quality
Assured Quality
Secure Transactions
Secure Transactions
Fast Delivery
Fast Delivery
Sustainably Printed
Sustainably Printed
downArrow

Details