Desha Bikashare Krushi O Samabaya
shared
This Book is Out of Stock!

About The Book

<p>୧୯୯୦ ମସିହାରୁ ସ୍ୱର୍ଗତଃ ବିଜୁ ପଟ୍ଟନାୟକଙ୍କ ନୀତି ଆଦର୍ଶରେ ଅନୁପ୍ରାଣୀତ ହୋଇଥିଲି । ତତ୍‌ପରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶକୁ ପାଥେୟ କରି ବିଜୁ ଜନତା ଦଳରେ କଟକ ଜିଲ୍ଲାର ସାଧାରଣ ସଂପାଦକ ରୂପେ ଯୋଗଦେବା ସଙ୍ଗେ ସଙ୍ଗେ ବିଭିନ୍ନ ସମବାୟ ଅନୁଷ୍ଠାନର ପରିଚାଳନା ପରିଷଦରେ ସ୍ଥାନ ପାଇଲି । ସମବାୟ କ୍ଷେତ୍ରରେ ବିଶେଷ ଜ୍ଞାନ ଆରୋହଣ କରିବା ପାଇଁ ବିଭିନ୍ନ ରାଜ୍ୟ ଗ୍ରସ୍ତ କରିଥିଲି । ବିଭିନ୍ନ ସୂତ୍ରରୁ ଆହୋରଣ କରିଥିବା ଜ୍ଞାନକୁ ପାଥେୟ କରି କିଛି ସମବାୟଭିତ୍ତିକ ଅନୁଚ୍ଛେଦ ଗୁଡ଼ିକ ଲେଖି ବିଭିନ୍ନ ଖବର କାଗଜ ମାନଙ୍କରେ ପ୍ରକାଶନ ପାଇଁ ଚେଷ୍ଟା କରିବାରୁ ସେଗୁଡ଼ିକ ବିଭିନ୍ନ ସମୟରେ ଦୈନିକ ଖବର କାଗଜ ଯଥା - ସମାଜ ସମ୍ବାଦ ପ୍ରଗତିବାଦୀ ଧରିତ୍ରୀ ସକାଳ ଓ ଓଡ଼ିଶା ଏକ୍ସପ୍ରେସ୍‌ରେ ପ୍ରକାଶ ପାଇଥିଲା। ସେହି ଅନୁଚ୍ଛେଦଗୁଡ଼ିକୁ ଏକତ୍ର କରି ୨୦୨୩ ମସିହା ଜାତୀୟ ସମବାୟ ସପ୍ତାହରେ 'ଅର୍ଥନୀତିରେ ସମବାୟ' ନାମକ ଏକ ସମବାୟଭିତ୍ତିକ ପୁସ୍ତକ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ସମବାୟ ମନ୍ତ୍ରୀ ଅତନୁ ସବ୍ୟସଚୀ ନାୟକ ଓ ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ଉପସ୍ଥିତିରେ ପୁସ୍ତକଟି ଉନ୍ମୋଚନ କରାଯାଇଥିଲା । ଚଳିତବର୍ଷ ମଧ୍ୟ ଦୁଇଖଣ୍ଡ ପୁସ୍ତକ ଯଥା 'ଦେଶ ବିକାଶରେ କୃଷି ଓ ସମବାୟ' (ଓଡ଼ିଆ ଭାଷାରେ) ଓ 'Golden Opportunities in Co-Operative' (ଇଂରାଜୀ ଭାଷାରେ) ଜାତୀୟ ସମବାୟ ସପ୍ତାହ-୨୦୨୪ରେ ପ୍ରକାଶ ପାଉଅଛି । ଦୁଇଟିଯାକ ପୁସ୍ତକ ସମସ୍ତ ବନ୍ଧୁମାନଙ୍କର ଶୁଭମନାସୀ ଭଗବାନ୍ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପାଦତଳେ ଉତ୍ସର୍ଗ କରୁଛି ।</p>
Piracy-free
Piracy-free
Assured Quality
Assured Quality
Secure Transactions
Secure Transactions
*COD & Shipping Charges may apply on certain items.
Review final details at checkout.
1754
1785
1% OFF
Paperback
Out Of Stock
All inclusive*
downArrow

Details


LOOKING TO PLACE A BULK ORDER?CLICK HERE