Dhananjay in Odia (ଧନଞ୍ଜୟ)


LOOKING TO PLACE A BULK ORDER?CLICK HERE

Piracy-free
Piracy-free
Assured Quality
Assured Quality
Secure Transactions
Secure Transactions
Fast Delivery
Fast Delivery
Sustainably Printed
Sustainably Printed
Delivery Options
Please enter pincode to check delivery time.
*COD & Shipping Charges may apply on certain items.
Review final details at checkout.

About The Book

ଏହି ଉପନ୍ୟାସଟି ମହାଭାରତ ଘଟଣାବଳୀ ଉପରେ ଆଧାରିତ । ଏହା ଏପରି ଏକ ଉପନ୍ୟାସ ଯାହାର ପଟ୍ଟଭୂମି ଉପରେ ତର୍କ ଅନୁରୂପ ବପନ କରାଯାଇଛି ।<br>ଉପନ୍ୟାସର ନାୟକ ମହାଭାରତର ପ୍ରମୁଖ ପାତ୍ର ବୀର ଅର୍ଜୁନ। ଅର୍ଜୁନଙ୍କ ନାମ ଉଚ୍ଚାରଣ ହେଲା ମାତ୍ରେ ତାଙ୍କ ସାରଥୀ ଭଗବାନ ଶ୍ରୀକୃଷ୍ଣଙ୍କ ନାମ ମନ ମଧ୍ୟରେ ଅବତୀର୍ଣ୍ଣ ହୋଇଯାଏ । ମାତ୍ର ଶ୍ରୀକୃଷ୍ଣ କେବଳ ଅଠର ଦିନ ପାଇଁ କୁରୁକ୍ଷେତ୍ର ରଣାଙ୍ଗନରେ ତାଙ୍କର ସାରଥୀ ହୋଇଥିଲେ। ଏହା ପୂର୍ବରୁ ଅର୍ଜୁନ ଅନେକ ଯୁଦ୍ଧ କରିଥିଲେ। ସେହି ଯୁଦ୍ଧଗୁଡ଼ିକରେ ଆର୍ଯ୍ୟାବର୍ଭର ସମୃଦ୍ଧ ଯୋଦ୍ଧା ଏବଂ<br>ଏହି ଉପନ୍ୟାସଟିରେ ବେଦବ୍ୟାସଙ୍କ ଅନୁରୂପ ଅର୍ଜୁନଙ୍କ ଅଦ୍ବିତୀୟ ଶୌର୍ଯ୍ୟ ଏବଂ ପ୍ରେମ ପ୍ରସଙ୍ଗ ସହିତ ତାଙ୍କ ଜୀବନଗାଥା ସଂଯୋଜିତ । ଏହା ନିଶ୍ଚିତ ଭାବେ ରୋଚକ ତଥା ଆକର୍ଷଣୀୟ ଏବଂ ନୂତନତାରେ ଭରପୂର ।
downArrow

Details