Different People and Unique Stories

About The Book

ଭିନ୍ନ ମଣିଷ ଓ ଅନନ୍ୟ କାହାଣୀ ଗଳ୍ପ ସଂକଳନ ସମୁଦାୟ ୨ ୦ ଟି କ୍ଷୁଦ୍ର ଗଳ୍ପର ସମାହାର । ଜୀବନର ନିର୍ମମ ବାସ୍ତବତା ମଧ୍ୟରେ ବି ଲୁଚି ରହିଥାଏ ସୁଖର ଠିକଣା ବାସ୍ତବତାକୁ ଗ୍ରହଣ କରିନେବା ପରେ ଦୁଃଖ ଆଉ ଦୁଃଖ ହୋଇ ରହିନଥାଏ ବରଂ ଜୀବନର ନୂଆ ଦିଗନ୍ତ ଛୁଇଁବାକୁ ନିଜ ଭିତରେ ଅନ୍ତଃପ୍ରେରଣା ସୃଷ୍ଟି ହୁଏ ଏହା ହିଁ ଗଳ୍ପ ସଂକଳନର ଅନ୍ତସ୍ୱର । ସ୍ଥିତି ଯାହା ବି ହେଉନା କାହିଁକି ସବୁବେଳେ ସମାଧାନ ଓ ଶାନ୍ତିର ରାସ୍ତାଟିଏ ଉନ୍ମୁକ୍ତ ଥାଏ ବାସ୍ କେବଳ ନିଜ ଭିତରକୁ ଥରେ ଦେଖିପାରିଲେ ହେଲା । ସଂକଳନରେ ପ୍ରେମରୁ ବିରହ କଳ୍ପନାର ସବୁଜିମାରୁ ବାସ୍ତବତାର ଚଉହଦୀ ଯାଏ ନାନାବିଧ ଅନୁଭବକୁ ସାଉଁଟି ଗୋଟିଏ ମାଳାରେ ଗୁନ୍ଥି ଦିଆଯାଇଛି । ଯାହା ପାଠକଙ୍କୁ ସ୍ୱପ୍ନ ଦେଖାଇବାରେ ସଫଳ ହେବ ନିଶ୍ଚୟ ।
Piracy-free
Piracy-free
Assured Quality
Assured Quality
Secure Transactions
Secure Transactions
Delivery Options
Please enter pincode to check delivery time.
*COD & Shipping Charges may apply on certain items.
Review final details at checkout.
downArrow

Details


LOOKING TO PLACE A BULK ORDER?CLICK HERE