Ek Se Badkar Ek In Oriya : ସଫଳତାର ଦଶସୂତ୍ର (Ten Much)
shared
This Book is Out of Stock!


*COD & Shipping Charges may apply on certain items.
Review final details at checkout.

LOOKING TO PLACE A BULK ORDER?CLICK HERE

137
150
8% OFF
Paperback
Out Of Stock
All inclusive*

About The Book

ଅସାଧାରଣ ସଫଳତା ନିମନ୍ତେଦଶଟି ସାଧାରଣ ସୂତ୍ରଭାଗ୍ୟ ଏକ ଅଚାନକ ଘଟୁଥିବା ଘଟଣା ଯାହାର ଆଗମନ ଆକସ୍ମିକ; କିନ୍ତୁ ସଫଳତା ହେଉଛି କେତେକ ନିର୍ଦ୍ଦିଷ୍ଟ ପରୀକ୍ଷିତ ପ୍ରକ୍ରିୟାଗୁଡ଼ିକୁ ଯୋଜନାବଦ୍ଧ ଏବଂ ନିଷ୍ଠାପର ଭାବରେ କାର୍ଯ୍ୟରେ ପରିଣତ କରିବାର ଅନ୍ୟନାମ। ଏହି ପୁସ୍ତକଟିରେ କେତେକ ଜଣାଶୁଣା ଓ କେତେକ ଅଜଣା ବ୍ୟକ୍ତିଙ୍କ ଜୀବନ କାହାଣୀ ସନ୍ନିବେଶିତଯେଉଁମାନେ ସେମାନଙ୍କ ଜୀବନରେ ଅନେକ ପ୍ରତିକୂଳ ପରିସ୍ଥିତି ଓ ପ୍ରତିବଂଧକ ବିରୁଦ୍ଧରେ ଲଢ଼େଇକରି ସଫଳ ହୋଇପାରିଛନ୍ତି । ସେମାନେ କେତେକ ସାଧାରଣ ନିୟମକୁ ପାଳନକରି ଅସମ୍ଭବକୁ ସମ୍ଭବ କରିପାରିଛନ୍ତି ଏବଂ ନିଜ କ୍ଷେତ୍ରରେ ପରାକାଷ୍ଠା ପ୍ରଦର୍ଶନ କରିପାରିଛନ୍ତି ।। ସ୍ଵପ୍ନ.... ବଡ ସ୍ୱପ୍ନ ଦେଖ• ନିଜ କ୍ଷେତ୍ରରେ ବିଶେଷଜ୍ଞ ହୁଆସକାରାତ୍ମକ ବିଚାର ସଂପନ୍ନ ହୁଆ ଦୃଢ଼ ଆତ୍ମବିଶ୍ବାସୀ ହୁଅ ଧନରନ୍ ଜୀବନର ଲକ୍ଷ୍ୟ ନୁହେଁସ୍ୱପ୍ନ ପୂରଣ ନହେବା ପର୍ଯ୍ୟନ୍ତ ପ୍ରୟାସ ଜାରି ରଖ । ନିଜ ସହକର୍ମୀ ଓ କର୍ମଚାରୀଙ୍କ ଉପରେ ଭରସା ରଖ • ପ୍ରତିବନ୍ଧକକୁ ସ୍ଵାଗତ କର • ସମସ୍ତଙ୍କର କଲ୍ୟାଣ ଓ ସମୃଦ୍ଧି ସାଧନ କର • ମଣିଷ ଜୀବନ ଥରେ ମିଳେ - ଏହାକୁ ସଫଳ କର
Piracy-free
Piracy-free
Assured Quality
Assured Quality
Secure Transactions
Secure Transactions
Fast Delivery
Fast Delivery
Sustainably Printed
Sustainably Printed
downArrow

Details