Ek Se Badkar Ek In Oriya : ?????? ??????? (Ten Much)


Delivery Options
Please enter pincode to check delivery time.
*COD & Shipping Charges may apply on certain items.
Review final details at checkout.

LOOKING TO PLACE A BULK ORDER?CLICK HERE

About The Book

ଅସାଧାରଣ ସଫଳତା ନିମନ୍ତେ ଦଶଟି ସାଧାରଣ ସୂତ୍ର ଭାଗ୍ୟ ଏକ ଅଚାନକ ଘଟୁଥିବା ଘଟଣା ଯାହାର ଆଗମନ ଆକସ୍ମିକ; କିନ୍ତୁ ସଫଳତା ହେଉଛି କେତେକ ନିର୍ଦ୍ଦିଷ୍ଟ ପରୀକ୍ଷିତ ପ୍ରକ୍ରିୟାଗୁଡ଼ିକୁ ଯୋଜନାବଦ୍ଧ ଏବଂ ନିଷ୍ଠାପର ଭାବରେ କାର୍ଯ୍ୟରେ ପରିଣତ କରିବାର ଅନ୍ୟନାମ। ଏହି ପୁସ୍ତକଟିରେ କେତେକ ଜଣାଶୁଣା ଓ କେତେକ ଅଜଣା ବ୍ୟକ୍ତିଙ୍କ ଜୀବନ କାହାଣୀ ସନ୍ନିବେଶିତ ଯେଉଁମାନେ ସେମାନଙ୍କ ଜୀବନରେ ଅନେକ ପ୍ରତିକୂଳ ପରିସ୍ଥିତି ଓ ପ୍ରତିବଂଧକ ବିରୁଦ୍ଧରେ ଲଢ଼େଇକରି ସଫଳ ହୋଇପାରିଛନ୍ତି । ସେମାନେ କେତେକ ସାଧାରଣ ନିୟମକୁ ପାଳନକରି ଅସମ୍ଭବକୁ ସମ୍ଭବ କରିପାରିଛନ୍ତି ଏବଂ ନିଜ କ୍ଷେତ୍ରରେ ପରାକାଷ୍ଠା ପ୍ରଦର୍ଶନ କରିପାରିଛନ୍ତି । । ସ୍ଵପ୍ନ.... ବଡ ସ୍ୱପ୍ନ ଦେଖ • ନିଜ କ୍ଷେତ୍ରରେ ବିଶେଷଜ୍ଞ ହୁଆ ସକାରାତ୍ମକ ବିଚାର ସଂପନ୍ନ ହୁଆ ଦୃଢ଼ ଆତ୍ମବିଶ୍ବାସୀ ହୁଅ ଧନରନ୍ ଜୀବନର ଲକ୍ଷ୍ୟ ନୁହେଁ ସ୍ୱପ୍ନ ପୂରଣ ନହେବା ପର୍ଯ୍ୟନ୍ତ ପ୍ରୟାସ ଜାରି ରଖ । ନିଜ ସହକର୍ମୀ ଓ କର୍ମଚାରୀଙ୍କ ଉପରେ ଭରସା ରଖ • ପ୍ରତିବନ୍ଧକକୁ ସ୍ଵାଗତ କର • ସମସ୍ତଙ୍କର କଲ୍ୟାଣ ଓ ସମୃଦ୍ଧି ସାଧନ କର • ମଣିଷ ଜୀବନ ଥରେ ମିଳେ - ଏହାକୁ ସଫଳ କର
Piracy-free
Piracy-free
Assured Quality
Assured Quality
Secure Transactions
Secure Transactions
Fast Delivery
Fast Delivery
Sustainably Printed
Sustainably Printed
downArrow

Details