Fika Basanta

About The Book

<p>ଜଣେ ସାହିତ୍ୟିକ ସମକାଳୀନ ସମାଜରେ ନିଜର ଜୀବନଚର୍ଯ୍ୟା ମଧ୍ୟରେ ସାମାଜିକ କର୍ତ୍ତବ୍ୟ ସମ୍ପାଦନ କରିବା ସମୟରେ କେତେକ ଅନୁଭବ ଅନୁଭୂତି ଅନ୍ୟାୟ ଅସଙ୍ଗତିପ୍ରତିକୂଳ ପରିସ୍ଥିତି ଶୋଷଣ କୁସଂସ୍କାର ବିରୋଧରେ ନିଜ ଲେଖନୀ ମାଧ୍ୟମରେ ସ୍ୱର ଉତ୍ତୋଳନ କରିଥାଏ ଯାହାର କି ଏକ ସୁଦୂର ବିସ୍ତାରି ପ୍ରଭାବ ସମାଜ ଉପରେ ପଡ଼ିବା ଫଳରେ କିଛିଟା ସଂସ୍କାର ଆସିଥାଏ। </p><p>ଅନୁରୂପ ଭାବେ ଜୀବନ ଜଞ୍ଜାଳ ତେଲ ଲୁଣ ସଂସାର ସାମାଜିକ ନୈତିକ ଦାୟିତ୍ୱ ନର୍ବାହ କରିବା ବେଳେ କେତେକ ଅନୁଭୂତି ଓ ଅନୁଭବର ପ୍ରତିଫଳନ ହୋଇଛି ମୋର ଏହି କବିତା ସଙ୍କଳନ 'ଫିକା ବସନ୍ତ'ରେ। କବିତାଗୁଡ଼ିକ ନୈତିକତା ମାନବୀୟ ମୂଲ୍ୟବୋଧ ଓ ସାଙ୍କେତିକ ସଂସ୍କାର ଉପରେ ପର୍ଯ୍ୟବେଷିତ କବିତା ସଙ୍କଳନଟି ପାଠକୀୟ ଆଦୃତି ଲାଭ କଲେ ମୋର ଶ୍ରମ ସାର୍ଥକ ହେବ। ---କମଳା ପ୍ରସାଦ ମହାପାତ୍ର</p>
Piracy-free
Piracy-free
Assured Quality
Assured Quality
Secure Transactions
Secure Transactions
Delivery Options
Please enter pincode to check delivery time.
*COD & Shipping Charges may apply on certain items.
Review final details at checkout.
downArrow

Details


LOOKING TO PLACE A BULK ORDER?CLICK HERE