Hajila Geetara Sura

About The Book

<p><span style=background-color: rgba(255 255 255 1); color: rgba(34 34 34 1)>ହଲବା ମାଟିଆ କୋୟା ବଣ୍ଡା କନ୍ଧ ଓ ଭୂମିଆ ସଂପ୍ରଦାୟର ଆଦିବାସୀମାନଙ୍କ ପରିବାରର କେହି ରାତିରେ ମରିଗଲେ ତା'ର ଶବକୁ ପରଦିନ ସକାଳ ପର୍ଯ୍ୟନ୍ତ ସଂସ୍କାର ନିମନ୍ତେ ରଖନ୍ତି। ଅନ୍ୟପକ୍ଷରେ ଘର ଭିତରେ ଶବ ରହିଥିବାବେଳେ ଘରଲୋକେ ନିଦରେ ଶୋଇବା ମନା। ଘରର ଲୋକଙ୍କୁ ଚିଆଁଇ ରଖିବା ଲାଗି ଗୀତକୁଡ଼ିଆ ଓ ଗୀତକୁଡ଼ିଆଣୀ ରାତିସାରା ବିଭିନ୍ନ କଥାନି ଗାଇଥାନ୍ତି। ଏହି କଥାନିରେ ମୃତ୍ୟୁ ଚେତନା ଜୀବନର କ୍ଷଣଭଙ୍ଗୁରତା ବିଭିନ୍ନ ପୁରାଣର ଆଖ୍ୟାନ ସହ ମୃତ ବ୍ୟକ୍ତିର ଗୁଣାବଳିର ବର୍ଣ୍ଣନା ରହିଥାଏ। ଏଭଳି କଥାନି ଗାଉଥିବା ଗୀତକୁଡ଼ିଆଣୀ ଏହି ଉପନ୍ୟାସର ମୁଖ୍ୟ ଚରିତ୍ର। ଅନ୍ୟପକ୍ଷରେ ଡଙ୍ଗରିଆ କନ୍ଧ ସଂପ୍ରଦାୟ ପାଇଁ କାପଡ଼ାଗନ୍ଦା ବା ଡଙ୍ଗରିଆ ଚାଦର ଏକ ବର୍ଣ୍ଣିଳ ପରିଚୟ। ବିଭିନ୍ନ କାରଣରୁ ଏହି ଚାଦର ଏବେ ଉଭେଇଯାଉଛି। ଗୋଟିଏ ପଟେ ପାରଂପରିକ କଳା ସଂସ୍କୃତି ଆଦିବାସୀମାନଙ୍କୁ ବଞ୍ଚିବାର ସୁଯୋଗ ଯୋଗାଇ ପାରୁ ନ ଥିବାବେଳେ ଅନ୍ୟପଟେ ସ୍ୱାର୍ଥାନ୍ୱେଷୀ ବ୍ୟବସାୟୀମାନେ ଟଙ୍କା କେଇଟା ଦେଇ ସେମାନଙ୍କ ବାଡ଼ିବଗିଚାର ଫଳଫସଲ ନେଇ ଯାଆନ୍ତି। ଏ ଧରଣର ଶୋଷଣ ଓ ସମସ୍ୟାର ସମ୍ମୁଖୀନ ହୋଇଥିବା ଦୁଇଟି ପରିବାରର ଅଶ୍ରୁଳ କାହାଣୀ ହଜିଲା ଗୀତର ସୁର।</span></p><p></p>
Piracy-free
Piracy-free
Assured Quality
Assured Quality
Secure Transactions
Secure Transactions
Delivery Options
Please enter pincode to check delivery time.
*COD & Shipping Charges may apply on certain items.
Review final details at checkout.
downArrow

Details


LOOKING TO PLACE A BULK ORDER?CLICK HERE