Ikigai (ଇକିଗାଈ

About The Book

ଜାପାନର ଅଧିବାସୀମାନଙ୍କର ଧାରଣା ଏହା ଯେ ପ୍ରତ୍ୟେକ ମନୁଷ୍ୟର ଇକିଗାଈ ଥାଏ । ଏହି ପୁସ୍ତକ ପାଇଁ ଇକିଗାଈ ଅବଧାରଣା ବାବଦରେ ସୂଚନା ଏକତ୍ରିତ କରିବା ସମୟରେ ଲେଖକ ଦ୍ୱୟ ଅନେକ ଶତାୟୁ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିଲେ ଏବଂ ସେମାନଙ୍କ ସହ କଥାବାର୍ତ୍ତା କରି ଦୀର୍ଘାୟୁ ଜୀବନର ସୂତ୍ର ଜାଣିବାକୁ ପାଇଲେ । ସେମାନେ ଏହି ସୂତ୍ରଗୁଡ଼ିକୁ ପୁସ୍ତକ ମାଧ୍ୟମରେ ଆପଣଙ୍କ ସମ୍ମୁଖରେ ଉପସ୍ଥାପନ କରିଛନ୍ତି । ଏହି ପୁସ୍ତକ ଆପଣଙ୍କୁ ନିଜର ଇକିଗାଈ ପ୍ରାପ୍ତ କରିବାରେ ସହାୟକ ହେବ ।*ଶାରୀରିକ ସୁସ୍ଥତା ପାଇଁ ୮୦ ପ୍ରତିଶତର ସୂତ୍ର*ସୁସ୍ଥ ଶରୀର ସୁସ୍ଥ ମନ*ଚିନ୍ତାରୁ ଲାଭ ଉଠାଇବାର କୌଶଳ*ଷ୍ଟିଭ୍‌ ଜବ୍‌ସଙ୍କ ଜାପାନର ସଂସ୍କୃତି ପ୍ରତି ପ୍ରେମ*ଲୋଗୋ ଥେରାପି ଏବଂ ମୋରିତା ଥେରାପି*ତନ୍ତ୍ରଜ୍ଞାନ ଏବଂ ସଂସ୍କୃତିର ସଙ୍ଗମ
Piracy-free
Piracy-free
Assured Quality
Assured Quality
Secure Transactions
Secure Transactions
Delivery Options
Please enter pincode to check delivery time.
*COD & Shipping Charges may apply on certain items.
Review final details at checkout.
downArrow

Details


LOOKING TO PLACE A BULK ORDER?CLICK HERE