Jharka Kholathau
Delivery Options
Please enter pincode to check delivery time.
*COD & Shipping Charges may apply on certain items.
Review final details at checkout.
About The Book
<span style=background-color: rgba(255 255 255 1); color: rgba(34 34 34 1)>ସତ୍ୟ ପଟ୍ଟନାୟକ ଓଡ଼ିଆ ସାରସ୍ୱତ ଜଗତରେ ଯଶୋମୟ ଏକ ବିମୁଗ୍ଧ ଉଚ୍ଚାରଣ । ଚିନ୍ମୟ ଚେତନାରେ ତଲ୍ଳୀନ ତାଙ୍କ କବିତା କେବେ ତନ୍ମୟ ତ କେବେ ମନ୍ମୟ କେବେ ମୃଣ୍ମୟ ତ କେବେ ହିରଣ୍ମୟ କେବେ ପୁଣି ଅମ୍ମୟ ତ ଆଉକେବେ ଅଶ୍ମମୟ କେବେ ଦର୍ଭମୟ କେବେ ଉର୍ଣାମୟ କେବେ ଛାୟାମୟ କେବେ ମାୟାମୟ କେବେ ରୂପମୟ କେବେ ରସମୟ କେବେ ମନୋମୟ ତ ଆଉକେବେ ଭାବମୟ। ଝର୍କା ଖୋଲାଥାଉ କବିତା ସଂକଳନସ୍ଥ ପ୍ରତ୍ୟେକ କବିତା ସ୍ଵତନ୍ତ୍ର ଦୃଷ୍ଟି ଓ ଦର୍ଶନ ସମ୍ବଳିତ ଭାବାବେଗ ଭାବସମ୍ବେଗ ଓ ଭାବୋଚ୍ଛ୍ୱାସର ଏକ ଏକ ଭାସ୍ୱର ପରିପ୍ରକାଶ ମାତ୍ର। ଝର୍କା ବା ବାତାୟନ ଗବାକ୍ଷ ବା ଜାଳାକ୍ଷ ଚିରକାଳ ଏକ ଚେତନାଗତ ଆପ୍ତି ଓ ବ୍ୟାପ୍ତିର ପ୍ରତୀକ ବା ପ୍ରତିନିଧି। କେହି କେହି ଏହି ସଦନାଂଶକୁ ଜାନାଲା ପଞ୍ଜର ବାଉଳି ବା ଜଳାକବାଟୀ ବା ଖିଡ଼ିକୀ ବୋଲାଇଥାନ୍ତି; ମାତ୍ର ଚେତନଗତ ସ୍ତରରେ ଏହା ସର୍ବଦା ପ୍ରସୃତି ଓ ବିସ୍ତୃତିକୁ ହିଁ ଇଙ୍ଗିତ କରିଥାଏ। ସେହି ସୂତ୍ରରେ କବି ଶ୍ରୀ ପଟ୍ଟନାୟକଙ୍କ 'ଝର୍କା ଖୋଲାଥାଉ' ଅଭ୍ୟନ୍ତରରୁ ଦିଗନ୍ତ-ପରିବ୍ୟାପ୍ତ ଚେତନାଗର୍ଭିତ ଏକ ଅନନ୍ୟ-ଅନବଦ୍ୟ ସାରସ୍ଵତ ସର୍ଜନାବିଶେଷ ଅଟେ। 
<span style=background-color: rgba(255 255 255 1); color: rgba(34 34 34 1)> - <strong style=background-color: rgba(255 255 255 1); color: rgba(34 34 34 1)>ଡ. ସନ୍ତୋଷ କୁମାର ନାୟକ ସହକାରୀ ପ୍ରଫେସର ଓ ବିଭାଗମୁଖ୍ୟ ଓ.ଶି.ସେ.-୧ ଅଧିସ୍ନାତକ ଓଡ଼ିଆ ବିଭାଗ ଫକୀର ମୋହନ ସ୍ଵୟଂଶାସିତ ମହାବିଦ୍ୟାଳୟ ବାଲେଶ୍ଵର ଓଡ଼ିଶା
Piracy-free
Piracy-free
Assured Quality
Assured Quality
Secure Transactions
Secure Transactions
downArrow
Details
LOOKING TO PLACE A BULK ORDER?CLICK HERE