KAALA SAANTA

About The Book

ପ୍ରତିମା କୁମାରି ଦାଶଙ୍କର ଜନ୍ମ ଜଗତସିଂହପୁର ଜିଲ୍ଲା ମାଛଗାଁର ସୁକିଦାଶାସନରେ । ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟ କରି ନିକଟରେ ସେ ଅବସର ଗ୍ରହଣ କରିଛନ୍ତି। ଲେଖାଲେଖିରେ ପୂର୍ବରୁ ରୁଚି ଥିବାରୁ ବର୍ତ୍ତମାନ ସେ ଅବସର ସମୟରେ ଏଥିରେ ମନୋନିବେଶ କରିଛନ୍ତି। ଜଗନ୍ନାଥଙ୍କ ଜଣାଣ କବିତା ଓ କ୍ଷୁଦ୍ର ଗଳ୍ପ ରଚନାରେ ତାଙ୍କର ଵିଶେଷ ଆଗ୍ରହ ରହିଛି। ଉକ୍ତ କବିତା ସଂକଳନଟି ତାଙ୍କର ପ୍ରଥମ ପୁସ୍ତକ। ଏଥିରେ ପ୍ରଭୁ ଜଗନ୍ନାଥଙ୍କର ଜଣାଣ ଓ ଅନ୍ୟ କେତୋଟି କବିତା ସ୍ଥାନ ପାଇଛି।
Piracy-free
Piracy-free
Assured Quality
Assured Quality
Secure Transactions
Secure Transactions
Delivery Options
Please enter pincode to check delivery time.
*COD & Shipping Charges may apply on certain items.
Review final details at checkout.
downArrow

Details


LOOKING TO PLACE A BULK ORDER?CLICK HERE