KALPANA RA SWAPNA


LOOKING TO PLACE A BULK ORDER?CLICK HERE

Piracy-free
Piracy-free
Assured Quality
Assured Quality
Secure Transactions
Secure Transactions
Fast Delivery
Fast Delivery
Sustainably Printed
Sustainably Printed
Delivery Options
Please enter pincode to check delivery time.
*COD & Shipping Charges may apply on certain items.
Review final details at checkout.

About The Book

ଓଡ଼ିଆ ସାହିତ୍ୟକୁ ୠଦ୍ଧିମନ୍ତ କରିବାକୁ ଶତତ ଚେଷ୍ଟିତ କଳ୍ପନା ରାୟଙ୍କ ଜନ୍ମ ପିତା ଶ୍ରୀବତ୍ସ ଲାଞ୍ଚ୍ଛନ ରାୟ ଓ ମାତା ଶାନ୍ତିଲତା ରାୟଙ୍କ ଗର୍ଭରୁ ହୁଏ ବିରଜା କ୍ଷେତ୍ର ଯାଜପୁର ଜିଲ୍ଲାର ବରପଦା ଗ୍ରାମରେ I ଛୋଟବେଳୁ ସାହିତ୍ୟ ପ୍ରୀତି ଜାଗ୍ରତ ହୋଇଥିଲା ପିତାମହୀ କିଶୋରୀ ଦେବୀଙ୍କ କାହାଣୀମୁଣିରୁ I ଗାଁର ଲୋକେ ପିତାମହୀ ଓ ପିତା ଶ୍ରୀବତ୍ସଙ୍କ ଲୋକବାଣୀ ଓ କଥା କଥାରେ ରୂଢି ପ୍ରୟୋଗ ହୁଏତ ସାହିତ୍ୟ ପ୍ରତି ତାଙ୍କୁ ଆକୃଷ୍ଠ କରିଥିଲା I ସତ୍ୟନିଷ୍ଠ ପିତା ଓ ମାତାଙ୍କ ଚରିତ୍ର ଉଦବୁଦ୍ଧ କରିଥିଲା ତାଙ୍କୁ ସମାଜର ଚିତ୍ର ଦର୍ଶନରେ I ପେଶାରେ ଶିକ୍ଷୟିତ୍ରୀ ହେଲେ ମଧ୍ୟ ସାହିତ୍ୟ ସାଧନାରେ ବ୍ରତୀ ହୋଇଥିଲେ ସେ I କାଳକ୍ରମେ ସାହିତ୍ୟର ବିଭିନ୍ନ ଦିଗ ଯଥା କବିତା ଗଳ୍ପ ପ୍ରବନ୍ଧ ରଚନରେ ନିଜକୁ ଉତ୍ସର୍ଗ କରି ଦେଶ ବିଦେଶରେ ସାହିତ୍ୟ ପ୍ରେମୀଙ୍କ ହୃଦୟରେ ସିଦ୍ଧ ସାଧକ ଭାବେ ଉଦ୍ଭାସିତ ହେଲେ I ତାଙ୍କର ଲେଖା ଉଚ୍ଚକୋଟୀର ଓ ମନଛୁଆଁ I ସମାଜର ନିଚ୍ଛକ ସତ୍ୟକୁ ତାଙ୍କ ଲେଖା ମାଧ୍ୟମରେ ସେ ଚିତ୍ରିତ କରନ୍ତି ଓଡ଼ିଆ ସାହିତ୍ୟକୁ ୠଦ୍ଧିମନ୍ତ କରିବାକୁ ଶତତ ଚେଷ୍ଟିତ କଳ୍ପନା ରାୟଙ୍କ ଜନ୍ମ ପିତା ଶ୍ରୀବତ୍ସ ଲାଞ୍ଚ୍ଛନ ରାୟ ଓ ମାତା ଶାନ୍ତିଲତା ରାୟଙ୍କ ଗର୍ଭରୁ ହୁଏ ବିରଜା କ୍ଷେତ୍ର ଯାଜପୁର ଜିଲ୍ଲାର ବରପଦା ଗ୍ରାମରେ I ଛୋଟବେଳୁ ସାହିତ୍ୟ ପ୍ରୀତି ଜାଗ୍ରତ ହୋଇଥିଲା ପିତାମହୀ କିଶୋରୀ ଦେବୀଙ୍କ କାହାଣୀମୁଣିରୁ I ଗାଁର ଲୋକେ ପିତାମହୀ ଓ ପିତା ଶ୍ରୀବତ୍ସଙ୍କ ଲୋକବାଣୀ ଓ କଥା କଥାରେ ରୂଢି ପ୍ରୟୋଗ ହୁଏତ ସାହିତ୍ୟ ପ୍ରତି ତାଙ୍କୁ ଆକୃଷ୍ଠ କରିଥିଲା I ସତ୍ୟନିଷ୍ଠ ପିତା ଓ ମାତାଙ୍କ ଚରିତ୍ର ଉଦବୁଦ୍ଧ କରିଥିଲା ତାଙ୍କୁ ସମାଜର ଚିତ୍ର ଦର୍ଶନରେ I ପେଶାରେ ଶିକ୍ଷୟିତ୍ରୀ ହେଲେ ମଧ୍ୟ ସାହିତ୍ୟ ସାଧନାରେ ବ୍ରତୀ ହୋଇଥିଲେ ସେ I କାଳକ୍ରମେ ସାହିତ୍ୟର ବିଭିନ୍ନ ଦିଗ ଯଥା କବିତା ଗଳ୍ପ ପ୍ରବନ୍ଧ ରଚନରେ ନିଜକୁ ଉତ୍ସର୍ଗ କରି ଦେଶ ବିଦେଶରେ ସାହିତ୍ୟ ପ୍ରେମୀଙ୍କ ହୃଦୟରେ ସିଦ୍ଧ ସାଧକ ଭାବେ ଉଦ୍ଭାସିତ ହେଲେ I ତାଙ୍କର ଲେଖା ଉଚ୍ଚକୋଟୀର ଓ ମନଛୁଆଁ I ସମାଜର ନିଚ୍ଛକ ସତ୍ୟକୁ ତାଙ୍କ ଲେଖା ମାଧ୍ୟମରେ ସେ ଚିତ୍ରିତ କରନ୍ତି I
downArrow

Details