Kashatandi

About The Book

<p>ଶ୍ରୀଯୁକ୍ତ ଅକ୍ଷୟ ସାମଲ ଓଡ଼ିଆ ସାହିତ୍ୟର ଏକ ସ୍ପର୍ଦ୍ଧିତ ଉଚ୍ଚାରଣ। ବାସ୍ତବତା ଓ କଳ୍ପନାର ସମ୍ମିଶ୍ରଣରେ ତାଙ୍କର ସୃଷ୍ଟି ବ୍ୟକ୍ତିଗତ ଜୀବନରୁ ଆରମ୍ଭ ହୋଇ କ୍ରମେ ଉତ୍ତରିତ ହୋଇଥାଏ ଏକ ନିର୍ଦ୍ଧିଷ୍ଟ ନୈର୍ବକ୍ତିକତାକୁ। ତାଙ୍କ ଅନୁଭବର ବୈଭବ ସଫଳ କାବ୍ୟ କବିତାର ରୂପ ନେଇ ସୃଷ୍ଟି କରିଛି ଚିରନ୍ତନ ଧାରା। ନବଗୁଞ୍ଜରରେ ତାଙ୍କ ନବୀନ ଚିନ୍ତାଧାରାର ପରିପ୍ରକାଶ କରିବା ସହିତ ଅବ୍ୟକ୍ତ ଅନୁରାଗରେ ସେ ଆଙ୍କିଛନ୍ତି ସାହିତ୍ୟର ଅନନ୍ୟ ଅନୁରାଗ। ଅପହଞ୍ଚ ସୀମାଅନ୍ତର୍ଦାହର ସ୍ବରର ସଫଳତା ପରେ ଅକ୍ଷୟଙ୍କ ଅକ୍ଷୟ କୀର୍ତ୍ତି  ଭାବେ କାଶତଣ୍ଡୀ ସାରସ୍ଵତ ଆକାଶରେ ନୂତନ ସୂର୍ଯ୍ୟ ଭାବେ ଉଦୟ ହୋଇଛି।ଆଶା ଏହା ପାଠକୀୟ ଆଦୃତିର ପ୍ରଚଣ୍ଡ କିରଣ ପ୍ରକାଶ କରିବ।</p><p></p>
Piracy-free
Piracy-free
Assured Quality
Assured Quality
Secure Transactions
Secure Transactions
Delivery Options
Please enter pincode to check delivery time.
*COD & Shipping Charges may apply on certain items.
Review final details at checkout.
downArrow

Details


LOOKING TO PLACE A BULK ORDER?CLICK HERE