Lokamane Bhuligaleni

About The Book

<p>ଏହି ସଂଗ୍ରହର ରଚନାଗୁଡ଼ିକ ମୋର କାବ୍ୟ-ଜୀବନର ଯେଉଁ ସମୟରେ ଲେଖାଯାଇଛି ତାହା ଏବେ ନିକଟରେ ଆରମ୍ଭ ହେଲା ଆଉ ଏଯାଏଁ ସରିନି; ଦେଖାଯାଉଛି ଯେ ତାହା ଏବେ ବି ଚାଲିବ । ନଈ ମଝିର ସ୍ରୋତକୁ କହନ୍ତୁ ଅଥବା ଭଉଁରି ମଧ୍ୟରୁ କହନ୍ତୁ ଲେଖାଯାଇଥିବା କବିତା ପ୍ରକାଶ କରିବାର ଏହା ମୋର ପ୍ରଥମ ଅବସର । ଏହା ପୂର୍ବରୁ 'ଆତ୍ମହତ୍ୟାର ବିରୁଦ୍ଧ' ଏବଂ 'ହସ ହସ ଜଲ୍‌ଦି ହସ' ଦୁଇଟିଯାକ ଗୋଟିଏ-ଗୋଟିଏ ନିଷ୍କ୍ୟତିର ସୂଚକ ଥିଲା । ତା ଆଗରୁ 'ସିଡ଼ିଗୁଡ଼ିକ ଉପରେ ଖରାରେ' କବିତାର ଗୋଟିଏରୁ ଅଧିକ ଆଶ୍ରୟସ୍ଥଳୀଯାଏଁ ପର୍ଯ୍ୟବେକ୍ଷଣ କରି ନେଇଥିବା ଉପଲବ୍ଧିଗୁଡ଼ିକର ସଂଚୟନ ଥିଲା । ତା'ଆଗରୁ ବି 'ଦ୍ୱିତୀୟ ସପ୍ତକ'ରେ ସଂକଳିତ ରଚନାଗୁଡ଼ିକ ଅତ୍ୟନ୍ତ ପ୍ରାଥମିକ ସ୍ତରର କବିତାଗୁଡ଼ିକର ଅଭ୍ୟାସମୂଳକ ସ୍ଥିତିରୁ ବାହାରି ନିଜ ଦୁନିଆରେ ପାଦ ରଖିବା ସମୟର କବିତା ଥିଲା । ନିସଂଶୟ ଯେମିତି ହସ ହସ ଜଲ୍‌ଦି ହସ'ରେ ହୋଇଥିଲା ପ୍ରତ୍ୟେକ ସଂଗ୍ରହରେ କିଛି ରଚନା କୌଣସି ଗୋଟିଏ ଦିଗରେ ଯିବାର ପ୍ରସ୍ତୁତି କରି ସେହି ରାସ୍ତା ଛାଡ଼ିଦେବାର ନିଦର୍ଶନ ଥିଲା ତେବେ ଭବିଷ୍ୟତରେ ସେହି ରାସ୍ତାକୁ ମଧ୍ୟ ଧରିବାର ପରିଚୟ ଥିଲା ।</p><p></p>
Piracy-free
Piracy-free
Assured Quality
Assured Quality
Secure Transactions
Secure Transactions
Delivery Options
Please enter pincode to check delivery time.
*COD & Shipping Charges may apply on certain items.
Review final details at checkout.
downArrow

Details


LOOKING TO PLACE A BULK ORDER?CLICK HERE