Maya

About The Book

ପ୍ରେମ ଏକ କ୍ଷୁଦ୍ର ଶବ୍ଦ ହେଲେ ମଧ୍ୟ ତା'ର ଅର୍ଥ ଅନେକ। ପ୍ରେମ ସର୍ବଦା ଶାଶ୍ୱତ ଚିରନ୍ତନ ଓ ବାସ୍ତବ।ସେହି ପ୍ରେମ ଓ ରହସ୍ୟର ବୌଦ୍ଧିକ ରୂପ ହେଉଛି ମାୟା।ମାୟାର ପ୍ରତ୍ୟେକ ପୃଷ୍ଠାରେ ଦର୍ଶାଯାଇଛି ପ୍ରେମରେ ଥାଏ ତ୍ୟାଗ ଖୁସି ଓ ସମର୍ପଣ। କିନ୍ତୁ ପ୍ରକୃତ ପ୍ରେମକୁ ପ୍ରାପ୍ତ କରିବାକୁ ହେଲେ ସହିବାକୁ ପଡିଥାଏ ଅନେକ କଷ୍ଟ ଓ ଯନ୍ତ୍ରଣା। ଅନ୍ୟର ଷଡଯନ୍ତ୍ର ସ୍ୱରୂପ ରହସ୍ୟମୟ ଇନ୍ଦ୍ରଜାଲରେ ଛନ୍ଦିହୋଇ ନିଜ ପ୍ରେମ ଠାରୁ ବିଚ୍ଛେଦ ହେବାକୁ ପଡିଥାଏ। କିନ୍ତୁ ସେହି ଇନ୍ଦ୍ରଜାଲକୁ ଛିନ୍ନ କରି ପୁନଃ ନିଜ ପ୍ରେମ ପ୍ରାପ୍ତ କରିବାକୁ ପ୍ରକୃତ ପ୍ରେମ କୁହାଯାଏ। ଆଶାକରେ ମାୟା ସମସ୍ତ ପାଠକଙ୍କୁ ଆନନ୍ଦ ତଥା ପ୍ରେମର ଏକ ନୂତନ ବାର୍ତ୍ତା ପ୍ରଦାନ କରିବାରେ ସାହାଯ୍ୟ କରିବ।
Piracy-free
Piracy-free
Assured Quality
Assured Quality
Secure Transactions
Secure Transactions
Delivery Options
Please enter pincode to check delivery time.
*COD & Shipping Charges may apply on certain items.
Review final details at checkout.
downArrow

Details


LOOKING TO PLACE A BULK ORDER?CLICK HERE