Muhurta

About The Book

<p><span style=background-color: rgba(255 255 255 1); color: rgba(34 34 34 1)>ଏହି ସଂକଳନର ପ୍ରାୟ ଗପ ଲଘୁ ଗଳ୍ପ ଶ୍ରେଣୀଭୁକ୍ତ | ଅଳ୍ପରେ ଅନେକ କଥା କହିବାକୁ ଚେଷ୍ଟା କରିଛି | କିଛି ଦୀର୍ଘ ଗଳ୍ପ ମଧ୍ୟ୍ୟ ରହିଛି | ମୋ କଲେଜ ସମୟରୁ ବର୍ତ୍ତମାନ ପର୍ଯ୍ୟନ୍ତ ଲିଖିତ ଏହି ଗପ ଗୁଡିକ ଆଶା କରୁଛି ପାଠକଙ୍କ ହୃଦୟକୁ ଛୁଇଁବ | ସଂକଳନରେ ସ୍ଥାନିତ ଗପଗୁଡିକ ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶିତ | ତନ୍ମଧ୍ୟରୁ କଥା ନବନିତା ରାଜଭୂମି ସାମ୍ନା ମହୁରୀ ମୁକୁର ବନଫୁଲ ବାତାୟନପ୍ରେମ ସୀମାନ୍ତବୈଶିଷ୍ଟ୍ୟ ଶୋଭନା ସମ୍ବାଦ ଧରିତ୍ରୀ ସାହିତ୍ୟୟାନ ସେଇଠୁ ଆରମ୍ଭ ସୂର୍ଯ୍ୟପ୍ରଭା ସକାଳ ସଂଚାର ସର୍ବସାଧାରଣ ପ୍ରଗତିବାଦୀ ନିତିଦିନ ଅନ୍ୟତମ | ଉକ୍ତ ପତ୍ରପତ୍ରିକାର ସମ୍ପାଦକଙ୍କୁ ହୃଦୟର ସହିତ ମୋର ଧନ୍ୟବାଦ ଓ କୃତଜ୍ଞତା | ଗପଟି ପଢି ବହୁ ଦୂରଦୂରାନ୍ତରୁ ଫୋନ ମାଧ୍ୟମରେ ଶୁଭେଚ୍ଛା ଜଣାଉଥିବା ମୋର ପ୍ରତ୍ୟେକ ପାଠକ ପାଠିକାଙ୍କୁ ଆନ୍ତରିକ ଧନ୍ୟବାଦ | ମୋ ସୃଜନଶୀଳ ଯାତ୍ରାରେ ଏହା ସର୍ବଦା ମତେ ପ୍ରୋତ୍ସାହିତ କରିବ |     ---ସୁଚରିତା ବେହେରା  </span></p>
Piracy-free
Piracy-free
Assured Quality
Assured Quality
Secure Transactions
Secure Transactions
Delivery Options
Please enter pincode to check delivery time.
*COD & Shipping Charges may apply on certain items.
Review final details at checkout.
downArrow

Details


LOOKING TO PLACE A BULK ORDER?CLICK HERE