Na Kehna Sikhen in Oriya
Oriya


Delivery Options
Please enter pincode to check delivery time.
*COD & Shipping Charges may apply on certain items.
Review final details at checkout.

LOOKING TO PLACE A BULK ORDER?CLICK HERE

About The Book

ଆମକୁ ଦୈନନ୍ଦିନ ଜୀବନରେ ନିରନ୍ତର ଅନ୍ୟମାନଙ୍କ ଅନୁରୋଧର ସମ୍ମୁଖୀନ ହେବାକୁ ପଡ଼ୁଛି । ଅନ୍ୟମାନଙ୍କ ସାହାଯ୍ୟ କରିବା ଯଦିଓ ଭଲ ଅଭ୍ୟାସ ବୋଲି କୁହାଯାଏ କିନ୍ତୁ ଲଗାତାର ଏପରି କରିବା ଦ୍ୱାରା ଆମେ ଦେଖୁ ଯେ ନିଜର ଆବଶ୍ୟକତା ପୂରଣ କରିବା ପାଇଁ ଆମ ପାଖରେ ସମୟ ରୁହେ ନାହିଁ । ଏହିପରି କାମ କରିବା ଦ୍ବାରା ଆମ ଭିତରେ ହତାଶା ଭାବ ସୃଷ୍ଟି ହୋଇଥାଏ । ‘ନା’ ଏକ ସରଳ ଶବ୍ଦ ଅଟେ ଯାହା କେବଳ ଗୋଟିଏ ଅକ୍ଷରର କିନ୍ତୁ ଅଧିକାଂଶ ଲୋକଙ୍କ ପାଇଁ ‘ନା’ ଉଚ୍ଚାରଣ କରିବା କଠିନ ହୋଇଥାଏ। ଯେତେବେଳେ କି ଆମେ ସମସ୍ତେ ଜାଣିଛେ ଯେ ‘ନା’ କହିବା ଦ୍ଵାରା ଆମେ ଜୀବନର ଅନେକ କଠିନତାରୁ ବଞ୍ଚି ପାରିବା । ଏହି ପୁସ୍ତକରେ ଏପରି ଅବ୍ୟର୍ଥ ଉପାୟ କୁହାଯାଇଛି ଯାହାକୁ ନିଜ ଦୈନିକ ଜୀବନରେ ଆପଣାଇ ଯେକୌଣସି ବ୍ୟକ୍ତି ‘ନା’ କହିବାର କଳାରେ ପାରଙ୍ଗମ ହୋଇପାରିବ ଏବଂ ଜୀବନକୁ ଆନନ୍ଦମୟ କରିପାରିବ ।
Piracy-free
Piracy-free
Assured Quality
Assured Quality
Secure Transactions
Secure Transactions
Fast Delivery
Fast Delivery
Sustainably Printed
Sustainably Printed
downArrow

Details