Pakshyachhaya
Delivery Options
Please enter pincode to check delivery time.
*COD & Shipping Charges may apply on certain items.
Review final details at checkout.

About The Book

ମୁହୂର୍ତ୍ତରୁ ମନ୍ୱନ୍ତର ମନ୍ୱନ୍ତରରୁ ମୁହୂର୍ତ୍ତ ।ବିଂଦୁରୁ ବିସ୍ତୃତି ବିସ୍ତୃତିରୁ ବିଂଦୁ ।ଆଁରୁ ଆକାଶ ଆକାଶରୁ ଆଁ ।ଉତ୍ତରଣ ଅବତରଣ ପ୍ରସାରଣ ସଂକୋଚନରସାତ୍ତ୍ୱିକ ଶୃଙ୍ଗାର କବିତା । ତା ଦିନଦିନରଦିନଲିପିରେ ଅସୁମାରି ଶିଳା ଶାଳଗ୍ରାମ ସମୁଦ୍ର ସୈକତ ଅହଲ୍ୟା ଅବନ୍ତୀକାରଆତ୍ମକଥନ । କ୍ରୋଧ କାରୁଣ୍ୟ ପ୍ରେମ ପ୍ରାର୍ଥନା ଦେହ ଦ୍ରୋହ ବିଶ୍ୱାସ ବୈରାଗ୍ୟ ସମୟ ଓ ସଂଶୟରଅନୁତ୍ତରିତ ପ୍ରଶ୍ନଚିହ୍ନ । ସେ କେବେମୌନ କେବେ ମୁଖର କେବେଉଦାସୀନ । ଏମିତି ଏକ ଉଦାସଅବଲୋକନର ଆତ୍ମିକ ଅଙ୍କନପକ୍ଷଛାୟା। କେଉଁଠି କେତେଛାୟାପାତ କରିବ ଜାଣେନା । ହୁଏତନକରିପାରେ ମଧ୍ୟ । ତଥାପି ବିଶ୍ୱାସଅଛି ଧଳାମେଘ ସ୍ୱଚ୍ଛ ସରସୀ ଓଆଶ୍ୱିନର ଅକ୍ଷତ ଜହ୍ନ ଉପରେ ।ସେମାନେ କବିତା ସହ ଅଛନ୍ତି ।କବିତା ସେମାନଙ୍କ ସହ ଅଛି ।
Piracy-free
Piracy-free
Assured Quality
Assured Quality
Secure Transactions
Secure Transactions
downArrow

Details


LOOKING TO PLACE A BULK ORDER?CLICK HERE