PREMA O JIBANA


LOOKING TO PLACE A BULK ORDER?CLICK HERE

Piracy-free
Piracy-free
Assured Quality
Assured Quality
Secure Transactions
Secure Transactions
Fast Delivery
Fast Delivery
Sustainably Printed
Sustainably Printed
Delivery Options
Please enter pincode to check delivery time.
*COD & Shipping Charges may apply on certain items.
Review final details at checkout.

About The Book

ଡ଼ଃ ଦିପ୍ତିରଞ୍ଜନ ବେହେରା ବର୍ତ୍ତମାନ ୱେଷ୍ଟଇଣ୍ଡିଜ ବିଶ୍ୱବିଦ୍ୟାଳୟ ଜମାଇକାରେ ଗଣିତ ବିଭାଗରେ ଅଧ୍ୟାପକ ଭାବେ କାର୍ଯ୍ୟରତ । ସେ କଟକ ଜିଲ୍ଲା ଅନ୍ତର୍ଗତ ଆଠଗଡ଼ ଉପଖଣ୍ଡର ବେଣ୍ଟପଦା ଗ୍ରାମରେ ୧୯୮୮ ମସିହା ଜୁଲାଇ ୯ ତାରିଖରେ ଜନ୍ମଗ୍ରହଣ କରିଥିଲେ । ପିଲାଟିଦିନରୁ ଓଡ଼ିଆ ଭାଷା ସାହିତ୍ୟ ପ୍ରତି ଅହେତୁକ ରୁଚି ରଖୁଥିବା ଡ଼ଃ ବେହେରା ନିଜର ମନର ଭାବନାକୁ ଶବ୍ଦ ମାଧ୍ୟ୍ୟମରେ ପ୍ରକାଶ କରିବାର ପ୍ରଥମଥର ସୁଯୋଗ ପାଆନ୍ତି ବାଙ୍କୀ ମହାବିଦ୍ୟାଳୟରେ ପଢିବା ସମୟରେ । ତାପରଠାରୁ ଅଦ୍ୟାବଧି ସେ ବିଶେଷ କରି କବିତା ମାଧ୍ୟମରେ ସାହିତ୍ୟ ସାଧନା କରିବାର ପ୍ରୟାସରେ ଅନବରତ ଭାବେ ନିଜକୁ ଲିପ୍ତ ରଖିଛନ୍ତି । ସରଳ ଭାଷାରେ ନିଜର କୃତିକୁ ସାଧାରଣ ପାଠକ ମାନଙ୍କର ନିକଟତର କରାଇବା ପାଇଁ ସେ ସର୍ବଦା ଚେଷ୍ଟିତ । ଓଡ଼ିଆ ସାହିତ୍ୟର ଅବିବୃଦ୍ଧି ନିମନ୍ତେ ସମସ୍ତେ ଅଧିକରୁ ଅଧିକ ରଚନାତ୍ମକ ଲେଖା ପଢିବା ଅତ୍ୟନ୍ତ ଆବଶ୍ୟକ ବୋଲି ସେ ମନେକରନ୍ତି । ସମାନ୍ତରାଳ ଭାବରେ ଡ଼ଃ ବେହେରା ନିଜକୁ ଗଣିତ ବିଜ୍ଞାନର ଗବେଷଣାରେ ମଧ୍ୟ ଜଡିତ ରଖିଛନ୍ତି । ତାଙ୍କଦ୍ୱାରା ପ୍ରକାଶିତ ଅନେକ ଗବେଷଣାତ୍ମକ କୃତି ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରର ବିଜ୍ଞାନ ଓ ଅନୁସନ୍ଧାନ ମୂଳକ ପତ୍ରିକାରେ ବିଶେଷ ଭାବରେ ଆଦୃତି ଲାଭକରିଛି ।
downArrow

Details