PRITISPARSHARE KAKARA


LOOKING TO PLACE A BULK ORDER?CLICK HERE

Piracy-free
Piracy-free
Assured Quality
Assured Quality
Secure Transactions
Secure Transactions
Fast Delivery
Fast Delivery
Sustainably Printed
Sustainably Printed
Delivery Options
Please enter pincode to check delivery time.
*COD & Shipping Charges may apply on certain items.
Review final details at checkout.

About The Book

ବେଦରେ କୁହାଯାଇଛି; ପିତୃ ଦେବ ଭବୋ ମାତୃ ଦେବ ଭବୋ ଗୁରୁଦେବ ଭବୋ । ଯେ ପିତା ମାତା ଓ ଗୁରୁଙ୍କର ଉପଯୁକ୍ତ ସମ୍ମାନ କରେ ସେ ଜୀବନର ଜଣେ ଭଲ ମଣିଷ ହୋଇ ପ୍ରସିଦ୍ଧି ଲାଭକରେ । ପିତାଙ୍କ କାମ ହେଲା ଘରର ଆର୍ଥିକ ଦିଗ ସମ୍ଭାଳିବା । ମା’ ଙ୍କର କାମ ହେଲା ଶିଶୁଟିକୁ ଜନ୍ମଦେଇ ତାର ଉତ୍ତମ ଦେଖାଶୁଣା କରିବା ସହ ସତ୍ ଶିକ୍ଷା ବା ସଂସ୍କାର ଦେବା । ଗୁରୁଙ୍କର କାମହେଲା ଶିଶୁର ମାନସିକ ବିକାଶ ସହିତ କିପରି ସେ ଭବିଷ୍ୟତରେ ଭଲ ମଣିଷ ହେବାସହ ସତ୍ ବାଟରେ ରୋଜଗାର କରି ଜୀବନ ଅତିବାହିତ କରିବା । ସେହିପରି ଆମ କବି କବୟତ୍ରୀମାନଙ୍କ ପ୍ରଚେଷ୍ଟାରେ ବହିଟିଏ – “ପ୍ରୀତି ସ୍ପର୍ଶରେ କାର୍ତ୍ତିକ ” ଏହି ସୁନ୍ଦର ସୃଷ୍ଟି ର ଅଧିକାରୀ - ଦେବବ୍ରତ ବାରିକ-ସଂଗ୍ରାମ କେସରୀ ସାମନ୍ତରାୟ- ହାସ୍ୟମୟୀ ରାଜ୍- ତପନ କୁମାର ଦାଶ- ସମର ବଲ୍ଲଭ ଭୋଇ- ସୁବାଷ ଚନ୍ଦ୍ର ବେହେରା- ବିଶ୍ୱଜିତ ବେହେରା- ସୁଦୀପ ଚୌଧୁରୀ- ସବିତା ନାୟକ- ସୋମ୍ୟରଞ୍ଜନ ପାଣିଗ୍ରାହୀ- ବିଭୂତି ଭୂଷଣ ସାମଲ- ସନ୍ଧ୍ୟାରାଣୀ ହୋତା- ରଶ୍ମିତା ଦାସ- ସ୍ଵର୍ଣ୍ଣପ୍ରଭା ଖଟୁଆ- ସନ୍ଧ୍ୟାରାଣୀ ବେହେରା ଆପଣମାନଙ୍କ ସହଯୋଗ ଓ ସଦିଚ୍ଛାକୁ ପାଥେୟ କରି ଆଗାମୀ ଦିନରେ ଏହାର କଳେବର ଓ ଶ୍ରୀ ବୃଦ୍ଧି ଘଟୁ । ଏହି ଆଶା ଓ ଭରସା ରଖି ଆପଣମାନଙ୍କୁ ସମସ୍ତଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଦେଇ ମତାମତ ଅପେକ୍ଷାରେ ରହିଲୁ ପରବର୍ତ୍ତୀ ପ୍ରକାଶନୀ ପର୍ଯ୍ୟନ୍ତ ।
downArrow

Details