Sarjanara Urjana

About The Book

<p>ସମକାଳୀନ ଓଡ଼ିଆ ସମାଲୋଚନା ସାହିତ୍ୟରେ ଡ. ବାବାଜୀ ଚରଣ ପଟ୍ଟନାୟକ ଜଣେ ଯଶସ୍ୱୀ ସାହିତ୍ୟିକ । ତାଙ୍କର ସୁକ୍ଷ୍ମ ଅନୁଶୀଳନାତ୍ମକ ଦୃଷ୍ଟିକୋଣ ନିରପେକ୍ଷ ବିଚାରବୋଧ ତୁଳନାତ୍ମକ ଆଲୋଚନା ତଥା ସ୍ଵତନ୍ତ୍ର ଉପସ୍ଥାପନା ଶୈଳୀ ଅତ୍ୟନ୍ତ ଉଚ୍ଚକୋଟୀର। 'ଓଡ଼ିଆ କାବ୍ୟ - କବିତାରେ ଚନ୍ଦ୍ର ପ୍ରସଙ୍ଗ' ତାଙ୍କ ଗବେଷଣା ସନ୍ଦର୍ଭର ଅନନ୍ୟ ଅଭିବ୍ୟକ୍ତି। ପରବର୍ତ୍ତୀ ସମୟରେ ପ୍ରକାଶିତ 'ସର୍ଜନାର ଊର୍ଜନା' 'ସାହିତ୍ୟ ପରିଧି' ଏବଂ 'ସାହିତ୍ୟର ବାଟେ - ଘାଟେ' ପ୍ରମୁଖ କୃତିଗୁଡ଼ିକରେ  ତାଙ୍କ ଭାଷା ଓ ଶୈଳୀର ସିଦ୍ଧହସ୍ତତା ତାଙ୍କୁ ପ୍ରବନ୍ଧ ଓ ସମାଲୋଚନା କ୍ଷେତ୍ରରେ ବହୁ ପରିଚିତି ପ୍ରଦାନ କରିଛି । ସଂପ୍ରତି ସେ କଟକରେ ଅବସ୍ଥାନ କରୁଛନ୍ତି । </p><p></p>
Piracy-free
Piracy-free
Assured Quality
Assured Quality
Secure Transactions
Secure Transactions
Delivery Options
Please enter pincode to check delivery time.
*COD & Shipping Charges may apply on certain items.
Review final details at checkout.
downArrow

Details


LOOKING TO PLACE A BULK ORDER?CLICK HERE