Sebarpita Sabyasachi


Delivery Options
Please enter pincode to check delivery time.
*COD & Shipping Charges may apply on certain items.
Review final details at checkout.

LOOKING TO PLACE A BULK ORDER?CLICK HERE

About The Book

<p><span style=background-color: rgba(255 255 255 1); color: rgba(34 34 34 1)>ଲୋକପ୍ରିୟ ସିନେ ତାରକା ଶ୍ରୀ ସବ୍ୟସାଚୀ ମିଶ୍ର ସମ୍ପ୍ରତି ଜଣେ ସମାଜସେବୀର ଅଗ୍ରଣୀ ଭୂମିକା ଗ୍ରହଣ କରିଛନ୍ତି। କୋଭିଡ଼ ମହାମାରୀ ସମୟରେ ସେ ବହୁ ପ୍ରବାସୀ ଓଡ଼ିଆଙ୍କୁ ଘର ବାହୁଡ଼ାରେ ସାହାଯ୍ୟ କରି ଲୋକଲୋଚନକୁ ଆସିଥିଲେ। ତାଙ୍କର ଏହି ସେବା ମନୋଭାବକୁ ଲକ୍ଷ୍ୟକରି ବିଭିନ୍ନ ପ୍ରକାର ଦୁଃଖ କଷ୍ଟ ଭୋଗ କରୁଥିବା ବହୁ ଲୋକ ତାଙ୍କର ସାହାଯ୍ୟପ୍ରାର୍ଥୀ ହୋଇଛନ୍ତି। ସେ କାହାରିକୁ ନିରାଶ କରି ନାହାନ୍ତି। ସେଥିପାଇଁ ବିବିଧ ପରିସ୍ଥିତିରେ ତାଙ୍କର ସମ୍ପୃକ୍ତି ସମାଜ ସେବାର ଭିନ୍ନ ଭିନ୍ନ ଦିଗ ଓ ବହୁ ସଂଖ୍ୟକ ଘଟଣାର ଉନ୍ମୋଚନ କରିଛି। ତଦ୍‌ଜନିତ ଘଟଣା ଗୁଡ଼ିକ ଏହି ପୁସ୍ତକରେ ସନ୍ନିବିଷ୍ଟ। ସେଗୁଡ଼ିକରେ ରହିଛି କାରୁଣ୍ୟ ବିଷାଦ ଦୁଃଖ ଓ ଯନ୍ତ୍ରଣା ଏବଂ ସେଥିରୁ ଉଦ୍ଧାର ପାଇବାର ଆନନ୍ଦ। ସତ୍ୟ ଘଟଣା ଆଧାରିତ ବାସ୍ତବଧର୍ମୀ ବର୍ଣ୍ଣନରେ ଏ ସଙ୍କଳନରେ ପାଠକଙ୍କ ପାଇଁ ରହିଛି ଏକ ନୂଆ ସ୍ୱାଦ ଏକ ନୂଆ ଇଲାକାରେ ଯାତ୍ରାନୁଭୂତି। ଏହାର ପଠନ ଦ୍ୱାରା ପାଠକମାନେ ମହତ୍ କାର୍ଯ୍ୟ ସମ୍ପାଦନ ପାଇଁ ଅନୁପ୍ରାଣିତ ହେବେ ବୋଲି ଆଶା।</span></p><p></p>
Piracy-free
Piracy-free
Assured Quality
Assured Quality
Secure Transactions
Secure Transactions
Fast Delivery
Fast Delivery
Sustainably Printed
Sustainably Printed
downArrow

Details