Shakti Upasana O Baidika Debi Tatwa

About The Book

<p>ଆଲୋଚିତ ପୁସ୍ତକ ଶକ୍ତି ଉପାସନା ଓ ବୈଦିକ ଦେବୀତତ୍ତ୍ୱ ହେଉଛି ବିଜ୍ଞ ପାଠକମାନଙ୍କ ନିମନ୍ତେ ମୋର ଷଷ୍ଠ ଉପହାର । ପୂର୍ବ ପାଞ୍ଚଗୋଟି ପୁସ୍ତକ ସୁଧୀ ପାଠକମାନଙ୍କ ଦ୍ୱାରା ବହୁଳ ଆଦୃତି ଲାଭ କରିବା ପରେ ଏହି ଗ୍ରନ୍ଥର ସଂକଳନ ସକାଶେ ମୁଁ ଉତ୍ସାହିତ ହୋଇଥିଲି । ଏଥି ମଧ୍ୟରେ ବିସ୍ତୃତ ଭାବରେ ଉପରୋକ୍ତ ବିଷୟବସ୍ତୁ ଗୁଡ଼ିକ ଆଲୋଚିତ ହେବା ସଂଗେ ସଂଗେ ବେଦ ପୁରାଣରେ ଉଲ୍ଲିଖିତ ଦେବୀତତ୍ତ୍ୱ ଓ ଶାକ୍ତ ଉପାସନା ବିଷୟକ ଗଭୀର ଜ୍ଞାନ ସମୂହର ସନ୍ନିବେଶ କରାଯାଉଛି ଯାହା ପିଢ଼ି ପରେ ପିଢ଼ି ଆମର ଭାବି ବଂଶଧର ମାନଙ୍କୁ ସଂସ୍କାର ଯୋଗାଇ ଚାଲିବ । </p><p></p>
Piracy-free
Piracy-free
Assured Quality
Assured Quality
Secure Transactions
Secure Transactions
Delivery Options
Please enter pincode to check delivery time.
*COD & Shipping Charges may apply on certain items.
Review final details at checkout.
downArrow

Details


LOOKING TO PLACE A BULK ORDER?CLICK HERE