SIMANTINI
Delivery Options
Please enter pincode to check delivery time.
*COD & Shipping Charges may apply on certain items.
Review final details at checkout.

About The Book

ଲେଖିକା ଜୟନ୍ତୀ ଜେନା ଆଜି ଓଡ଼ିଆ ଗଳ୍ପ ଉପନ୍ୟାସରେ ଏକ ନିଆରା ସ୍ୱର। ସେ ଜଣେ ପେସାଦାର ଲେଖିକା ପରି ନହୋଇ ପାରିଥିଲେ ବି ସମାଜ ସେବା କରିବାରେ ତାଙ୍କ ଜୀବନର ଅର୍ଦ୍ଧେକ ସମୟ ଅତିବାହିତ ହୋଇସାରିଛି। କିନ୍ତୁ ତାଙ୍କ କଲମ ମୁନରୁ ସ୍ୱତଃ ଝରିଆସେ ଅନେକ ନିଆରା ସୃଷ୍ଟି।ବିବାହ ପରେ ଜୟନ୍ତି ତେଲ ଲୁଣ ସଂସାରରେ ବୁଡି ରହି ପିଲାମାନଙ୍କୁ ଶିକ୍ଷିତ ଓ ସଂସ୍କାରୀ କରିବା ସହିତ ସମାଜସେବା କ୍ଷେତ୍ରରେ ଏକ ମାଇଲଖୁଣ୍ଟ ପ୍ରତିଷ୍ଠା କରିଛନ୍ତି।ନିଜର ସମସ୍ତ ମୂଲ୍ୟବାନ ସମୟ ସମାଜର ଅବହେଳିତ ଦଳିତ ମହିଳା ବୃଦ୍ଧା ଓ ଶିଶୁ ମାନଙ୍କ ପାଇଁ ଉତ୍ଛର୍ଗ କରିଦିଅନ୍ତି। ଅନେକ ଭାଙ୍ଗିଯାଇଥିବା ପରିବାରକୁ ଯୋଡିଛନ୍ତି।ଯାହାର ହିସାବ କେବେ ରଖିନାହାନ୍ତି। ସମାଜର ବଡ଼ପଣ୍ଡା ମାନଙ୍କର ନିରୀହ ମହିଳାଙ୍କ ପ୍ରତି ଅତ୍ୟାଚାରକୁ ଦୁର୍ବାର ବିରୋଧ କରି ଆସିଛନ୍ତି। ସମାଜରୁ କୁସଂସ୍କାରକୁ ହଟେଇବା ନିଶାସକ୍ତକୁ ମୁଖ୍ୟରାସ୍ତାକୁ ଫେରେଇଆଣିବା ତା ପରିବାରକୁ ଯୋଡ଼ିଦେବା ଓ ସେମାନଙ୍କ ଆକ୍ରୋସରୁ ଉଦ୍ଧାର କରି ଅବିବେକି ପୁରୁଷକୁ ଉଚିତ୍ ଜବାବ ଦେବା ଆଦି ତାଙ୍କ ଲେଖ ମୁନରୁ ସ୍ପଷ୍ଟ ବାରିହୋଇ ପଡେ।
Piracy-free
Piracy-free
Assured Quality
Assured Quality
Secure Transactions
Secure Transactions
downArrow

Details


LOOKING TO PLACE A BULK ORDER?CLICK HERE