SUKUTI UPAKHYANA

About The Book

ଆମ ସମସ୍ତଙ୍କ ଭିତରେ ଗୋଟେ ସୁକୁଟି ଅଛି l ଯିଏ ନବାବ କୁ ବି ଜବାବ ଦେଇ ପାରେ l ସେ ଟିକେ ଚଗଲି ଟିକେ ଦୁଷ୍ଟ ଯିଏ ଜୀବନକୁ ବଞ୍ଚିବାର କଳା ଜାଣେ କିନ୍ତୁ କେବେ ତାର ନୈତିକ ମୂଲ୍ୟବୋଧର ଅବକ୍ଷୟ ହେଇନି l ତା କଥା ଟାଣୁଆ ହେଲେ ବି ମନ ଖୁବ କୋମଳ l ସୁକୁଟି କାହାଣୀ କୁହେ ମୋର ଆଉ ଆପଣଙ୍କର ସାମ୍ପ୍ରତିକ ସମୟର କାହାଣୀ କିନ୍ତୁ ଗୋଟେ ନିଆରା ଅନ୍ଦାଜ ରେ ଆପଣଙ୍କୁ କୁତୁ କୁତୁ କରି ହସେଇ ହସେଇ ଥଟାରେ ମଜାରେ ଯୋଉଥିରେ ଜୀବନର ସକାରାତ୍ମକ ଦିଗ ପ୍ରତି ଦୃଷ୍ଟି ଆକର୍ଷଣ କରେ ଓ ସମାଜ ସଂସ୍କାରର ଛୋଟିଆ ପ୍ରୟାସ ପାଇଁ ଚେଷ୍ଟିତ l
Piracy-free
Piracy-free
Assured Quality
Assured Quality
Secure Transactions
Secure Transactions
Delivery Options
Please enter pincode to check delivery time.
*COD & Shipping Charges may apply on certain items.
Review final details at checkout.
downArrow

Details


LOOKING TO PLACE A BULK ORDER?CLICK HERE