ତୁମ ଅପେକ୍ଷାରେ
Oriya

About The Book

ଆରେ ବୋକି ଯଦି ପ୍ରେମରେ ତପସ୍ୟା ନଥାଏ ତେବେ ତା ପବିତ୍ରତାକୁ ଅନୁଭବ କରିପାରିବା କେମିତି ?

-ପ୍ରେମ ହିଁ ପବିତ୍ର ତାକୁ ପରଖିବାକୁ କଣ ତପସ୍ୟା ଦରକାର !

କାହାଣୀର ନାୟକ ଓ ନାୟିକା ଦୁହେଁ ପରସ୍ପରକୁ ନିବିତାର ସହ ପରସ୍ପରକୁ ଭଲ ପାନ୍ତି । କିଛି କାରଣ ବଶତଃ ଦୁହେଁ ଅଲଗା ହୋଈ ଦୁହିଁଙ୍କ ପାଇଁ କେବଳ ତପସ୍ୟା କରିଛନ୍ତି | ପୂର୍ଣ୍ଣ ମିଳନ ସମୟରେ ପୁଣି ଥରେ କିଛି ସର୍ଭକୁ ନେଇ ରାସ୍ତା ଅଲଗା ହୋଇଛଯାଇଛି | କିନ୍ତୁ ପରିଶେଷରେ ଦୁହେଁ ଦୁହିଁଙ୍କ ଅପେକ୍ଷାରେ..
The Open Minded ପେଜ ଏବଂ ପେଜ ର କ୍ରିଏଟର ସୁମୀତ ଭୂୟାଁ କୁ ବହୁତ ବହୁତ ଧନ୍ଯବାଦ ଯିଏ ସବୁେବେଳେ ମୋତେ ସାହାୟ୍ଯ କରିଛନ୍ତି।
Please support

Piracy-free
Piracy-free
Assured Quality
Assured Quality
Secure Transactions
Secure Transactions
Delivery Options
Please enter pincode to check delivery time.
*COD & Shipping Charges may apply on certain items.
Review final details at checkout.
downArrow

Details

LOOKING TO PLACE A BULK ORDER?CLICK HERE